Breaking News

ସୁର ରାଉତରାୟ Anubhav Varsha ଙ୍କୁ ନେଇ କହିଲେ ଚାରି ୫ ଦିନ ଗୋଟେ ଘରେ ରହି ଗପାଗପି କରି ଘଷାଘଷି ହେଲେ ସବୁ ଠିକ ହେଇଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମନେ ଜାଣିଥିବେ ଯେ ଗତ ଦିନ ମାନ ଙ୍କ ଭିତରେ ତପସ୍ଵିନୀ ଙ୍କ ବିବାଦ କୁ ନେଇ କୋର୍ଟ ର ଜଜ ନିଷ୍ପତ୍ତି ନେଇଥିଲେ ଯେ ତପସ୍ଵିନୀ ଓ ତାଙ୍କ ସ୍ଵାମୀ ଏକ ଭଡା ଘରେ ରହିବେ । ସେହିଘରେ କେବଳ ତପସ୍ଵିନୀ ଓ ତାଙ୍କ ସ୍ଵାମୀ ରହିବେ ଆଉ କେହି ବି ସେହି ଘରେ ରହିବେ ନହିଁ , ତେବେ ଜଜ ଙ୍କ ଏହି ନିଷ୍ପତ୍ତି କୁ ସମସ୍ତେ ପ୍ରଶଂସା କରୁଛନ୍ତି , ତେବେ ଏହି ନିଷ୍ପତ୍ତି କୁ ନେଇ କଂଗ୍ରେସ ବିଧାୟକ ସୁର ପ୍ରଶଂସା କରି ଏମିତି କିଛି କହିଛନ୍ତି ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତାହେଲେ ଆସନ୍ତୁ ଜାଣିବା


ତାହେଲେ ବନ୍ଧୁଗଣ ଜଜ ଙ୍କ ଏହି ନିଷ୍ପତ୍ତି କୁ ସୁର ପ୍ରଶଂସା କରିବା ସହିତ କହିଛନ୍ତି ଯେ ଏହି ଭଳି ନିଷ୍ପତ୍ତି ଯଦି ଅନୁଭବ ଓ ବର୍ଷା ଙ୍କ ପାଇଁ ହୁଆନ୍ତା ବେସ ବଢିଆ ହୁଆନ୍ତା , ଆପଣ ଜାଣିଥିବେ ଯେ ସୁର ନିଜ କଥା ଶୈଳୀ ପାଇଁ ବେସ ଚର୍ଚ୍ଚା ରେ ଥାନ୍ତି । ତେବେ ପ୍ରତ୍ଯେକ କଥା ଗା-ଳି କରିବା ସହିତ ଲଗା ତାଳି, ରମ୍ପା ରାମ୍ପି , ଘଷାଘଷି ଶବ୍ଦ କହି ବେସ ଚର୍ଚ୍ଚା ରେ ଥାନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଅନୁଭବ ଓ ବର୍ଷା ଙ୍କୁ ନେଇ ସେହିଭଳି କିଛି କଥା କହିଛନ୍ତି ଗଣ ମାଧ୍ୟମ ନିକଟ ରେ ସୁର ଦାସ , ତେବେ ସୁର ଗଣ ମାଧ୍ୟମ ନିକଟ ରେ କହିଛନ୍ତି ଅନୁଭବ ଓ ବର୍ଷା ଙ୍କୁ ସେହିଭଳି ଏକ ଘରେ ରହିବେ ଓ ସେହି ଘର କୁ କେହି ବି ଯିବେ ନହିଁ ଓ ଯାହା ଫଳ ରେ ସବୁ କିଛି ଠିକ ହୋଇଯିବ ।

ତାହେଲେ ବନ୍ଧୁଗଣ ଦମ୍ପତ୍ତି ମାନ ଙ୍କୁ ଏକାଠି କରିବା ରେ ଏହା ଏକ ଉଚିତ ନିଷ୍ପତ୍ତି ବୋଲି ସୁର କହିଛନ୍ତି । ତାହେଲେ ସୁର ନିଜ କଥା ଶୈଳୀ ରେ ଏହି କଥା ଟି କୁ କେମିତି କହିଛନ୍ତି ତାହା ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ନିଶ୍ଚିନ୍ତ ଭାବ ରେ ଦେଖିବାକୁ ପାଉଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.