ଦର୍ଶକ ବନ୍ଧୁ ଆପଣ ମନେ ଜାଣିଥିବେ ଯେ ଗତ ଦିନ ମାନ ଙ୍କ ଭିତରେ ତପସ୍ଵିନୀ ଙ୍କ ବିବାଦ କୁ ନେଇ କୋର୍ଟ ର ଜଜ ନିଷ୍ପତ୍ତି ନେଇଥିଲେ ଯେ ତପସ୍ଵିନୀ ଓ ତାଙ୍କ ସ୍ଵାମୀ ଏକ ଭଡା ଘରେ ରହିବେ । ସେହିଘରେ କେବଳ ତପସ୍ଵିନୀ ଓ ତାଙ୍କ ସ୍ଵାମୀ ରହିବେ ଆଉ କେହି ବି ସେହି ଘରେ ରହିବେ ନହିଁ , ତେବେ ଜଜ ଙ୍କ ଏହି ନିଷ୍ପତ୍ତି କୁ ସମସ୍ତେ ପ୍ରଶଂସା କରୁଛନ୍ତି , ତେବେ ଏହି ନିଷ୍ପତ୍ତି କୁ ନେଇ କଂଗ୍ରେସ ବିଧାୟକ ସୁର ପ୍ରଶଂସା କରି ଏମିତି କିଛି କହିଛନ୍ତି ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତାହେଲେ ଆସନ୍ତୁ ଜାଣିବା
ତାହେଲେ ବନ୍ଧୁଗଣ ଜଜ ଙ୍କ ଏହି ନିଷ୍ପତ୍ତି କୁ ସୁର ପ୍ରଶଂସା କରିବା ସହିତ କହିଛନ୍ତି ଯେ ଏହି ଭଳି ନିଷ୍ପତ୍ତି ଯଦି ଅନୁଭବ ଓ ବର୍ଷା ଙ୍କ ପାଇଁ ହୁଆନ୍ତା ବେସ ବଢିଆ ହୁଆନ୍ତା , ଆପଣ ଜାଣିଥିବେ ଯେ ସୁର ନିଜ କଥା ଶୈଳୀ ପାଇଁ ବେସ ଚର୍ଚ୍ଚା ରେ ଥାନ୍ତି । ତେବେ ପ୍ରତ୍ଯେକ କଥା ଗା-ଳି କରିବା ସହିତ ଲଗା ତାଳି, ରମ୍ପା ରାମ୍ପି , ଘଷାଘଷି ଶବ୍ଦ କହି ବେସ ଚର୍ଚ୍ଚା ରେ ଥାନ୍ତି ।
ତେବେ ବର୍ତ୍ତମାନ ସମୟ ରେ ଅନୁଭବ ଓ ବର୍ଷା ଙ୍କୁ ନେଇ ସେହିଭଳି କିଛି କଥା କହିଛନ୍ତି ଗଣ ମାଧ୍ୟମ ନିକଟ ରେ ସୁର ଦାସ , ତେବେ ସୁର ଗଣ ମାଧ୍ୟମ ନିକଟ ରେ କହିଛନ୍ତି ଅନୁଭବ ଓ ବର୍ଷା ଙ୍କୁ ସେହିଭଳି ଏକ ଘରେ ରହିବେ ଓ ସେହି ଘର କୁ କେହି ବି ଯିବେ ନହିଁ ଓ ଯାହା ଫଳ ରେ ସବୁ କିଛି ଠିକ ହୋଇଯିବ ।
ତାହେଲେ ବନ୍ଧୁଗଣ ଦମ୍ପତ୍ତି ମାନ ଙ୍କୁ ଏକାଠି କରିବା ରେ ଏହା ଏକ ଉଚିତ ନିଷ୍ପତ୍ତି ବୋଲି ସୁର କହିଛନ୍ତି । ତାହେଲେ ସୁର ନିଜ କଥା ଶୈଳୀ ରେ ଏହି କଥା ଟି କୁ କେମିତି କହିଛନ୍ତି ତାହା ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ନିଶ୍ଚିନ୍ତ ଭାବ ରେ ଦେଖିବାକୁ ପାଉଥିବେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ