Breaking News

ସ୍ତ୍ରୀ ଅର୍ଚ୍ଚିତା (Archita) ସ୍ଵାମୀ ସବ୍ୟସାଚୀଙ୍କ (Sabyasachi) ଉପରେ ରା-ଗି-ଲେ! ସବ୍ୟ ତାଙ୍କ ଦୁଃ-ଖ କୁ ସୋସିଆଲ ମିଡିଆରେ ଜଣାଇଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିଥାନ୍ତି । ତେବେ ବନ୍ଧୁଗଣ ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ବ୍ୟକ୍ତିଗତ ଜୀବନ ର କିଛି ଫଟୋ ଓ କ୍ୟାପସନ କୁନେଇ ବେସ ଚର୍ଚ୍ଚା ରେ ଥାନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସେହିଭଳି ଭାବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟଶଚି ନିଜ ସୋସିଆଲ ମିଡିଆ ରେ ପୋଷ୍ଟ କରିଥିବା ଏକ ଫଟୋ ବେସ ଚର୍ଚ୍ଚା ରେ ରହିଛି । ତାହେଲେ ଆସନ୍ତୁ ଏହି ଫଟୋ ବିଷୟ ରେ ଜାଣିବା ।

ତାହେଲେ ବନ୍ଧୁଗଣ ଗତ ବୁଧବାର ଦିନ ସନ୍ଧ୍ୟା ରେ ଅଭିନେତା ସବ୍ୟଶଚି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଦୁଇ ଟି ଫଟୋ ପୋଷ୍ଟ କରିଥିଲେ । ତେବେ ଏହି ଦୁଇ ଟି ଫଟୋ ରେ ସବ୍ୟଶଚି ଓ ଅର୍ଚ୍ଚିତା ଏକାଠି ହୋଇ ନଜର ଆସିଥିଲେ , ତାହେଲେ ଏହି ଫଟୋ ପୋଷ୍ଟ କରିବା ସହିତ ସବ୍ୟସାଚୀ କ୍ୟାପସନ ରେ ଉଲ୍ଲେଖ କରିଥିଲେ “ ସ୍ତ୍ରୀ ଟିକେ ରା-ଗି-ଛ-ନ୍ତି ବୋଧେ ‘ କଣ ହେଇଥିବ କେମିତି ବୁଝେଇବି “।


ତାହେଲେ ବନ୍ଧୁଗଣ ଏହି ଭଳି ଲେଖିବା ପରେ ବହୁ ଦର୍ଶକ ଭାବୁଛନ୍ତି ଯେ ଉଭୟ ମଝିରେ ମନାନ୍ତର ହୋଇଛି ବୋଲି ଓ ଅନ୍ୟ କିଛି ଦର୍ଶକ ମାନେ ସବ୍ୟଶଚି ଙ୍କୁ କହିଛନ୍ତି ଅର୍ଚ୍ଚିତା ଙ୍କୁ ମୋତେ ଆଣିଦେଲ ଲକ୍ଷେ ଫଗୁଣ ଗୀତ କିମ୍ବା ସରଗ ପରି ତେ ଗୀତ ଗାଈ ବୁଝେଇ ଦେବା ପାଇଁ । ତାହେଲେ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ସବ୍ୟଶଚି ଓ ଅର୍ଚ୍ଚିତା ବର୍ତ୍ତମାନ ସମୟ ରେ ବେସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ସେ ଫଟୋ ପୋଷ୍ଟ କରିଥିବା ଫଟୋ ଦୁଇ ଟି ହେଉଛି ଏକ କାର୍ଯ୍ଯକ୍ରମ ର ।


ଏହି ବୁଧବାର ଦିନ ଏଡସ ଦିବସ ଉପଲକ୍ଷେ ସବ୍ୟ ଏବଂ ଅର୍ଚ୍ଚିତା ଭୁବନେଶ୍ବର ରେ ଆୟୋଜିତ ହୋଇଥିବା ଏକ କାର୍ଯ୍ଯକ୍ରମ ରେ ଅତିଥି ଭାବେ ଯୋଗଦାନ ଦେଇଥିଲେ । ତେବେ କାର୍ଯ୍ଯକ୍ରମ ସମୟ ରେ ଅର୍ଚ୍ଚିତା ବହୁତ ଗମ୍ଭୀର ଭାବେ ଏହି କାର୍ଯ୍ଯକ୍ରମ ଉପଭୋଗ କରୁଥିଲେ ଓ ସ୍ଵାମୀ ଙ୍କୁ ସବ୍ୟ ଙ୍କୁ ଧ୍ୟାନ ଦେଉ ନଥିଲେ , ସବ୍ୟଶଚି ଫଟୋ ଉଠାଇବା ସମୟ ରେ ଅର୍ଚ୍ଚିତା ଙ୍କ ନଜର କାର୍ଯ୍ଯକ୍ରମ ରେ ଥିଲା , ତାହେଲେ ଏହି ଫଟୋ ଆପଣ ମାନେ ଆମର ଏହି ପେଜ ରେ ନିଶ୍ଚିନ୍ତ ଭାବ ରେ ଦେଖି ପାରୁଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *