ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଚଳିତ ବର୍ଷ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।
ଯେମିତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ଗୁନଗୁନ ଯିଏ କି ଅତି ନିକଟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଗୁନଗୁନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ସେ ବହୁସାରା ଚଳଚିତ୍ର ଓ ଧାରାବାହିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଅଭିନୟ ଛାଡିବା ପରେ ବହୁ ରିଆଲିଟି ସୋ ରେ ଭଲ ଆଙ୍କରିଙ୍ଗ କରି ଅଭିନେତ୍ରୀ ହେବା ସହିତ ଭଲ ଆଙ୍କର ମଧ୍ୟ ହୋଇଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଙ୍କ ବିବାହ ଘର ଅତି ନିକଟ ରେ ସରିଯାଇଛି ଓ ଏହି ବିବାହ ଘର ଟି ବେସ ଧୁମଧାମ ରେ ହୋଇଥିଲା । ଅଭିନେତ୍ରୀ ଗୁନଗୁନ ଙ୍କ ବିବାହ ଘରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ବହୁ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗଦାନ ଦେଇଥିଲେ । ଗୁନଗୁନ ବର୍ତ୍ତମାନ ସମୟ ରେ ତାଙ୍କ ଶାଶୁଘରେ ଅଛନ୍ତି ।
ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଗୁନଗୁନ ଙ୍କ ବିବାହ ଘର ସବ୍ୟଶଚି ଓ ଅର୍ଚ୍ଚିତା ଯୋଗଦାନ ଦେଇ ପାରି ନଥିଲେ ଓ ସେଥିପାଇଁ ଗୁନଗୁନ ଙ୍କ ଶାଶୁଘର କୁ ସବ୍ୟସାଚୀ ଓ ଅର୍ଚ୍ଚିତା ଏକାଠି ହୋଇ ଆସିଛନ୍ତି ଓ ବହୁ ସାରା ମଜା ମସ୍ତି କରିଛନ୍ତି , ତେବେ ଏହି ମଜାମସ୍ତି ର ଭିଡିଓ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ