Breaking News

ବଙ୍ଗୋପ ସାଗରରେ ବଳ ଗୋଟାଇ ମାଡି ଆସୁଛି ବାତ୍ୟା, କାଲି ପୁରୀରେ ସ୍ଥଳଭାଗ ଛୁଇଁବ ଜୱାଦ! – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବଙ୍ଗୋପସାଗର ରେ ବଳ ଗୋଟାଇ ସ୍ଥଳ ଭାଗ ଆଡକୁ ମୁହାଁଇଛି ବାତ୍ୟା ଜୱାଦ , ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ରୁ ଘଣ୍ଟା ପ୍ରତି 9 କିଲୋମିଟର ବେଗ ରେ ଉତ୍ତର – ଉତ୍ତର ପଶ୍ଚିମ ଦିଗ ରେ ଗତି କରୁଛି ବାତ୍ୟା ଜୱାଦ । ତେବେ ପାଣିପାଗ ପକ୍ଷ ରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସମୟ ରେ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଠାରୁ ଦକ୍ଷିଣ ପୂର୍ବ ଦିଗ ର 250 କିଲୋମିଟର ଦୂର ରେ ରହିଛି ବାତ୍ୟା ଜୱାଦ ।

ତେବେ ଠିକ ସେହିଭଳି ବାତ୍ୟା ଜୱାଦ ଗୋପାଳପୁର ଠାରୁ ଦକ୍ଷିଣ ଦିଗ ରେ ଏହା 360 କିଲୋ ମିଟର ଦୂର ରେ ରହିଛି । ତେବେ ପୁରୀ ଠାରୁ ଏହା 430 କିଲୋମିଟର ଦୂର ରେ ରହିଛି ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗ ରେ ରହିଛି । ପାରାଦ୍ଵୀପ ଠାରୁ ଦକ୍ଷିଣ – ଦକ୍ଷିଣ ପଶ୍ଚିମ ଦିଗ ରେ 510 କିଲୋମିଟର ରେ ରହିଛି । ତେବେ ଗତକାଲି ମଧ୍ୟାହ୍ନ ରେ ପୁରୀ ଜିଲ୍ଲା ରେ ଉପକୂଳ ନିକଟ ରେ ପହଞ୍ଚିବ ।

ତେବେ ଉପକୂଳ ପହଞ୍ଚିବା ପରେ ବାତ୍ୟା କ୍ରମେ ଦୁର୍ବଳ ହେବ , ତେବେ ଯେହେତୁ ଆଜି ଅମବାସ୍ୟା ରହିଛି ସମୁଦ୍ର ଅଶାନ୍ତ ହେବା ସହିତ 6 ରୁ 12 ଫୁଟ ପର୍ଯ୍ୟନ୍ତ ଜୁଆର ହେବ ବୋଲି ସମ୍ଭାବନା ରହିଛି ବୋଲି ଆଇଏମଡ଼ି ଡିଜି ଅନୁମାନ କରିଛନ୍ତି । ତେବେ ପାଣିପାଗ କହିବାନୁଯାୟୀ ଯେ ଗତ 3 ତାରିଖ ରୁ ମଧ୍ୟ ରାତ୍ରି ବର୍ଷା ହେବା ନେଇ ସୂଚନା ଦେଇଥିଲେ ଓ ଗତକାଲି ରାତ୍ରି ସମୟ ରେ ବର୍ଷା ହୋଇଥିଲା , ତେବେ ବର୍ତ୍ତମାନ ସମୟ ରେ ବର୍ଷା ନ ହୋଇଥିଲେ ମଧ୍ୟ ପାଗ ମେଘୁଆ ରହିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *