Breaking News

ଶାଶୂ ଘରେ ସୋମାଲିନ (Somalin Parida) ଙ୍କ ହ-ଟ ଡ୍ୟାନ୍ସ ଦେଖିଲେ ଆପଣ ବି ହସି ହସି ଗଡିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ସୋମାଲିନ ପରିଡା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଆଜି ଆମର ଏହି ପେଜ ରେ ସେହି ଭାଇରାଲ ଭିଡିଓ ଟି ବିଷୟ ରେ ଜଣାଇବା ତାହେଲେ ଆସନ୍ତୁ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ସୋମାଲିନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଥିଲେ । ସୋମାଲିନ ଏକ ରିଲାଇଟି ସୋ ରେ ବିଜେତା ହେବା ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ , ତେବେ ସେ ମାତ୍ର ଗୋଟିଏ ଧାରାବାହିକ ରେ ନଜର ଆସିଥିଲେ ଓ ଏହି ଧାରାବାହିକ ର ନାମ ମୋ ଜେଜେମା ।


ତାହେଲେ ଏହି ଧାରାବାହିକ ଟି ସାରି ଯିବା ପରେ ସେ ଅଭିନୟ ଜଗତ ରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋମାଲିନ ଅତି ନିକଟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ସୋମାଲିନ ଙ୍କ ସ୍ଵାମୀ ଙ୍କ ନାମ ହେଉଛି ନିଶୀଥ ନାୟକ ।

ବର୍ତ୍ତମାନ ସମୟ ରେ ସୋମାଲିନ ନିଜ ଶାଶୁଘରେ ଅଛନ୍ତି ଓ ବେସ ଖୁସି ରେ ଅଛନ୍ତି , ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ସୋମାଲିନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ନିଶ୍ଚିନ୍ତ ଭାବ ରେ ଦେଖି ପାରୁଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.