ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ସୋମାଲିନ ପରିଡା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଆଜି ଆମର ଏହି ପେଜ ରେ ସେହି ଭାଇରାଲ ଭିଡିଓ ଟି ବିଷୟ ରେ ଜଣାଇବା ତାହେଲେ ଆସନ୍ତୁ ଜାଣିବା ।
ତାହେଲେ ବନ୍ଧୁଗଣ ଆପଣ ମାନେ ସୋମାଲିନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଥିଲେ । ସୋମାଲିନ ଏକ ରିଲାଇଟି ସୋ ରେ ବିଜେତା ହେବା ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ , ତେବେ ସେ ମାତ୍ର ଗୋଟିଏ ଧାରାବାହିକ ରେ ନଜର ଆସିଥିଲେ ଓ ଏହି ଧାରାବାହିକ ର ନାମ ମୋ ଜେଜେମା ।
ତାହେଲେ ଏହି ଧାରାବାହିକ ଟି ସାରି ଯିବା ପରେ ସେ ଅଭିନୟ ଜଗତ ରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋମାଲିନ ଅତି ନିକଟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ସୋମାଲିନ ଙ୍କ ସ୍ଵାମୀ ଙ୍କ ନାମ ହେଉଛି ନିଶୀଥ ନାୟକ ।
ବର୍ତ୍ତମାନ ସମୟ ରେ ସୋମାଲିନ ନିଜ ଶାଶୁଘରେ ଅଛନ୍ତି ଓ ବେସ ଖୁସି ରେ ଅଛନ୍ତି , ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ସୋମାଲିନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ନିଶ୍ଚିନ୍ତ ଭାବ ରେ ଦେଖି ପାରୁଥିବେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ