Breaking News

ଓଡିଆ ଅଭିନେତ୍ରୀ ଗୁନଗୁନଙ୍କ (Gungun) ଶାଶୂ ଘରେ ପହଞ୍ଚିଲେ ଭାଇ ସବ୍ୟ (Sabya) ଓ ଭାଉଜ ଅର୍ଚ୍ଚିତା (Archita) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବା ଲୋକ ପ୍ରିୟ ଆଙ୍କର ଭାବେ ଘରେ ଘରେ ପରିଚିତ ଥିବା ଗୁନଗୁନ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଆପଣ ମାନେ ଜାଣିଥିବେ ଏହି ବିବାହ ଘର ରେ ଓ ରିଷେପ୍ସନ ପାର୍ଟି ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ମାନେ ଉପସ୍ଥିତ ଥିଲେ ।


ଆପଣ ମାନେ ନିଶ୍ଚୟ ଗୁନଗୁନ ଙ୍କ ବିବାହ ଘର ଭିଡିଓ ସୋସିଆଲ ମିଡିଆ ରେ ନିଶ୍ଚିନ୍ତ ଭାବ ରେ ଦେଖିଥିବେ , ଗୁନଗୁନ ଙ୍କ ବିବାହ ଘର ଟି ବେସ ଧୁମଧାମ ରେ ହୋଇଥିଲା ଓ ବର୍ତ୍ତମାନ ସମୟ ରେ ଗୁନଗୁନ ତାଙ୍କ ଶାଶୁଘରେ ବେସ ହସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଏହି ବିବାହ ଘର ପାର୍ଟି ରେ ଓ ରିଷେପ୍ସନ ରେ ଲୋକ ପ୍ରିୟ ଅଭିନେତା ସବ୍ୟଶଚି ଓ ଅର୍ଚ୍ଚିତା କୌଣସି ନା କୌଣସି କାରଣ ରୁ ଆସି ପାରି ନଥିଲେ ।

ତାହେଲେ ବର୍ତ୍ତମାନ ସମୟ ରେ ସବ୍ୟଶଚି ଓ ଅର୍ଚ୍ଚିତା ଏକାଠି ହୋଇ ଗୁନଗୁନ ଙ୍କ ଶାଶୁଘର କୁ ଆସିଛନ୍ତି ଓ ଅର୍ଚ୍ଚିତା ଏବଂ ଗୁନଗୁନ ବହୁ ସାରା ମଜା ମସ୍ତି କରିଛନ୍ତି ଓ ଏହି ମଜା ମସ୍ତି ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସବ୍ୟସଚୀ ଓ ଅର୍ଚ୍ଚିତା ଏକାଠି ହୋଇ ବର୍ତ୍ତମାନ ସମୟ ରେ ସାମାଜିକ କାମ ରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ସମୟ ରେ ଗୁନଗୁନ ଙ୍କ ଶାଶୁଘର କୁ ସବ୍ୟଶଚି ଓ ଅର୍ଚ୍ଚିତା ଏକାଠି ହୋଇ ଯାଇଛନ୍ତି । ତେବେ ଆପଣ ମାନେ ଆମର ଏହି ପେଜ ରେ ସେହି ମଜା ମସ୍ତି କରୁଥିବା ର ଦୃଶ୍ୟ ଦେଖିବାକୁ ପାଉଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.