Breaking News

୨ ଯୁବତୀଙ୍କୁ ଅ-ଶ୍ଳୀ-ଳ ଭାଷାରେ ଗା-ଳି ଗୁ-ଲ-ଜ କରି ହ-ଇ-ରା-ଣ କରୁଛନ୍ତି ଏ ଯୁବକ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଖବର ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଦୁଇ ଯୁ-ବ-ତୀ ଜଣେ ବ୍ୟକ୍ତି ଙ୍କୁ ଭାଇ ଭାଇ ସମ୍ଭୋଦନ କରି ହ-ଇ-ରା-ଣ ନକରିବା ପାଇଁ କା-ନ୍ଦି ଗୋଡ ତଳେ ପଡିଥିଲେ ମଧ୍ୟ ଉ-କ୍ତ ବ୍ୟକ୍ତି ଜଣକ ଦୁଇ ଛା-ତ୍ରୀ ଙ୍କୁ ଅ-ଶ୍ଳୀ-ଳ ଭାଷା ରେ କହିବା ସହିତ ଭ-ୟ-ବି-ତ କରାଇ ଦେଇଛନ୍ତି ।


ତେବେ ଏହି ଭିଡିଓ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ତେବେ ବନ୍ଧୁଗଣ ଏହି ଭିଡିଓ ଦୁଇ ଛା-ତ୍ରୀ ନିଜ ପୁରୁଷ ବନ୍ଧୁ ଙ୍କ ସହିତ ସେହି ସ୍ଥାନ କୁ ବୁଲିବାକୁ ଯାଉଥିଲେ ଓ ଏହି ସମୟ ରେ ଜଣେ ବ୍ୟକ୍ତି ଙ୍କ ହାବୁଡ ରେ ପଡି ଯାଇଥିଲେ । ତେବେ ଜଗତସିଂପୁର ଜିଲ୍ଲା ର ଏକ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ । ତେବେ ବନ୍ଧୁଗଣ ନିଜ କଲେଜ ର ପାଖ ରେ ଥିବା ଏକ ନଦୀ ପଠା କୁ ବୁଲିବା କୁ ଆସି ଗପସପ ହେଉଥିବା ସମୟ ରେ 3 ଯୁବକ ଆସି ଭିଡିଓ ଉତ୍ତୋଳନ କରି ବା-ଡେ-ଇ-ବା ପର୍ଯ୍ୟନ୍ତ ଧ-ମ-କ ଦେଲେ ।


ତେବେ ପରବର୍ତ୍ତୀ ସମୟ ରେ ଏହି ଛାତ୍ର ଓ ଛାତ୍ରୀ ଙ୍କୁ ଏମିତି କିଛି ଅ-ଶ୍ଳୀ-ଳ ଭାଷା କହିଥିଲେ ଯାହା କି ଶୁଣିଲେ ନିଜ ଲ-ଜ୍ଜ୍ୟା କୁ ଲାଗିବ , ତେବେ ଅ-ଶ୍ଳୀ-ଳ ଭାଷା ରେ କହିବା ସହିତ ଏମିତି ବ୍ୟବହାର କରିଥିଲେ ଯାହା କି ଯେଉଁ ଯୁବତୀ ହେଲେ ବି ସେ ଡ-ରି ଯିବେ । ତେବେ ଆପଣ ମାନେ ନିଶ୍ଚିନ୍ତ ଆମର ଏହି ପେଜ ରେ ସେହି ଭିଡିଓ ଟି ଦେଖି ପାରୁଥିବେ । ତେବେ ବନ୍ଧୁଗଣ ଛାତ୍ରୀ ଙ୍କ ଉପରେ ଏତେ ଅ-ନ୍ୟା-ୟ ହୋଇଥିଲେ ମଧ୍ୟ ଭିଡିଓ ଟି 2 ଦିନ ହେଲା ଭାଇରାଲ ହୋଇଥିଲେ ମଧ୍ୟ କିଛି ବି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.