Breaking News

ବଡ ଖୁସି ଖବର, ଓଡିଆ ହିରୋ ଦୀପକ ହେଲେ ବାପା, ତାଙ୍କ ପୁଅର ନାମ କଣ ରଖିଲେ ଜାଣନ୍ତୁ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଦୀପକ ପରିବାର ରୁ ଆସିଲା ଖୁସି ଖବର , ଆପଣ ମାନ ଙ୍କ ପ୍ରିୟ ଅଭିନେତା ଦୀପକ ଙ୍କ ପରିବାର ରୁ ଆସିଲା ଖୁସି ଖବର ତାହେଲେ ଆସନ୍ତୁ ଏହି ଖୁସି ଖବର ଟି କଣ ଜାଣିବା ,


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ହେଉଛନ୍ତି ଦୀପକ , ଯିଏ କି ପ୍ରଥମେ ବହୁ ସାରା ଆଲବମ ଜଗତ ରେ ଅଭିନୟ କରିବା ପରେ ଚଳଚିତ୍ର ଦୁନିଆ ରେ ପାଦ ଦେଇ ବହୁସରା ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଦୀପକ ଏକ ପୁତ୍ର ସନ୍ତାନ ର ପିତା ହୋଇଛନ୍ତି ।


ଏହି ଖବର ଟି ଦୀପକ ଙ୍କ ପତ୍ନୀ ତନୁଜା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ କିଛି ଫଟୋ ପୋଷ୍ଟ ଏହି କଥା ଟି ଜଣାଇଛନ୍ତି । ତାହେଲେ ବନ୍ଧୁଗଣ ଗତକାଲି ଦୀପକ ଓ ତନୁଜା ଙ୍କ ପୁଅ ର ନେମିଙ୍ଗ ସେରେମନି ହୋଇଥିଲା , ତେବେ ଏହି ସେରିମନୀ ଦୀପକ ଙ୍କ ପରିବାର ଲୋକ ସମସ୍ତେ ଉପସ୍ଥିତ ଥିଲେ ଓ ଏହି ସେରେମନୀ ର କିଛି ଫଟୋ ତନୁଜା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ । ଏହି ଫଟୋ ରେ ନିଜ ପୁତ୍ର ସହିତ ପରିବାର ଲୋକ ନଜର ଆସିଥିଲେ । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଦୀପକ ଓ ତନୁଜା ନିଜ ପୁତ୍ର ନାମ ଦିଶାନ ଦେଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.