Breaking News

ସମସ୍ତଙ୍କ ଠୁ ଦୂରେଇ ଓଡିଶା ଛାଡିଲେ ଜାଙ୍କଲିନ (Janklin) ଅରବିନ୍ଦ, କାନ୍ଦିଲେ ସୋମାଲିନ (Somalin) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସିଛି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଅରବିନ୍ଦ ଓ ଜାଙ୍କଲିନ ଙ୍କୁ ନେଇ , ବଡ ଦୁଃଖ ର ଖବର , ତାହେଲେ ଆସନ୍ତୁ ଜାଣିବା ଏହି ଦୁଃ-ଖ ର ଖବର ଟି କଣ ରହିଛି ଜାଣିବା । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅଭିନେତ୍ରୀ ଜାଙ୍କଲିନ ଯିଏ କି ଏକ ରିଆଲିଟି ସୋ ର ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ବେସ ଲୋକ ପ୍ରିୟ ହୋଇପାରିଥିଲେ ଓ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେସ ଲୋକ ପ୍ରିୟ ହୋଇପାରିଥିଲେ ।


ତାହେଲେ ବନ୍ଧୁଗଣ ଠିକ ସେହି ଭଳି ଆପଣ ମାନେ ଅରବିନ୍ଦ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ଯେ ଅଭିନେତା ଅରବିନ୍ଦ ବହୁ ସାରା ଧାରାବାହିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଅରବିନ୍ଦ ଓ ଜାଙ୍କଲିନ ଉଭୟ ଏକ ଧାରାବାହିକ ରେ ନଜର ଆସିଥିଲେ ଓ ଏହି ଧାରାବାହିକ ରେ ପରସ୍ପର କୁ ଭଲ ପାଇ ପରବର୍ତ୍ତୀ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ତାହେଲେ ବିବାହ ପରେ ଉଭୟ ହାଇଦ୍ରାବାଦ ରେ ରହୁଥିଲେ ଓ ଓଡିଶା କୁ ଅତି ନିକଟ ରେ ଆସିଥିଲେ ସୋମାଲିନ ଙ୍କ ବିବାହ ଘର ପାଇଁ ତେବେ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ବିବାହ ଘର ସରିଯାଇଛି । ତାହେଲେ ପୁଣି ଜାଙ୍କାଳିନ ଓ ଅରବିନ୍ଦ ଓଡିଶା ଛାଡି ହାଇଦ୍ରାବାଦ ଚାଲି ଯାଇଛନ୍ତି , ଅରବିନ୍ଦ ଓ ଜାଙ୍କଲିନ ଓଡିଶା ଛାଡି ହାଇଦ୍ରାବାଦ ଚାଲି ଯାଇଛନ୍ତି ଓ ସେମାନ ଙ୍କୁ ଛାଡିବା ପାଇଁ ସୋମଳିନ ଓ ନିଶୀଥ ଯାଇଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *