Breaking News

ରାଜେଶ ଓ ଶ୍ରଦ୍ଧା ଅଲଗା ହେବା କୁ ନେଇ ଏମିତି କହିଲେ ଲୁମ୍ରାଇନା, ଏମିତି କହିଲେ ଏହି ଦୁଇ ଯୋଡ଼ି ଙ୍କୁ ନେଇ …

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ରାଜ ରାଜେସ ଓ ଶ୍ରଦ୍ଧା ବର୍ତ୍ତମାନ ସମୟ ରେ ଅଲଗା ହୋଇ ଯାଇଛନ୍ତି ଯାହା ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଦୁଇ ଯୋଡି ଅଲଗା ହେବା ପୂର୍ବ ରୁ ସୋସିଆଲ ମିଡିଆ ରେ ଏକାଠି ହୋଇ ନଜର ଆସୁଥିଲେ ଓ ଉଭୟ ବିବାହ କରିବାକୁ ମଧ୍ୟ ଯାଉଥିଲେ , ତେବେ ଉଭୟ ଙ୍କ ନିର୍ବନ୍ଧ ସରିଯିବା ପରେ କିଛି ବିବାଦ ଯୋଗୁ ଅଲଗା ହୋଇ ଯାଇଛନ୍ତି ।

ତାହେଲେ ଅଲଗା ହେବା ରେ ରାଜେସ ଅଭିନେତ୍ରୀ ଲୁମ୍ରାଇନା ଙ୍କ ସହିତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ । ତେବେ ଏହି ରାଜେସ ଓ ଲୁମ୍ରାଇନା ଏକାଠି ହେବା ର ଦେଖି ଦର୍ଶକ ମାନେ ଭାବି ଥିଲେ ଯେ ରାଜେସ ଓ ଶ୍ରଦ୍ଧା ଅଲଗା ହେବା କାରଣ ହେଉଛନ୍ତି ଲୁମ୍ରାଇନା । ତାହେଲେ ଏହି ପ୍ରଶ୍ନ ଟି ଲୁମ୍ରାଇନା ଙ୍କୁ ଏକ ଇଣ୍ଟରଭ୍ୟୁ ରେ ପଚରା ଯାଇଥିଲା ଯେ ରାଜେସ ଓ ଶ୍ରଦ୍ଧା ଅଲଗା ହେବା ପଛ ରେ ଲୁମ୍ରାଇନା ଅଛନ୍ତି , ତେବେ ଏହି ପ୍ରଶ୍ନ ର ଉତ୍ତର କଣ ଦେଇଛନ୍ତି ଆସନ୍ତୁ ଜାଣିବା ।

ତାହେଲେ ବନ୍ଧୁଗଣ ଲୁମ୍ରାଇନା ହେଉଛନ୍ତି ଜେନ ଅଭିନେତ୍ରୀ ଯିଏ କି କୁଆଁରୀ ବୋହୁ ରେ ନେଗେଟିଭ ଚରିତ୍ର ବର୍ଷା ନାମ ରେ ନଜର ଆସିଥିଲେ । ତେବେ ଲୁମ୍ରାଇନା ଏହି ପ୍ରଶ୍ନ ର ଉତ୍ତର ରଖିଥିଲେ ଯେ ମୁଁ ରାଜେସ ଙ୍କ ସହିତ ଦେଖା ହେବା ପୂର୍ବ ରୁ ରାଜେସ ଓ ଶ୍ରଦ୍ଧା ଅଲଗା ହୋଇଯାଇଥିଲେ । ଠିକ ସେହିଭଳି ସେହି ଇଣ୍ଟରଭ୍ୟୁ ରେ ରାଜେଶ ଙ୍କୁ ପଚରାଯାଇଥିଲା ଯେ ଆପଣ ଓ ଶ୍ରଦ୍ଧା ଅଲଗା ହେବା ର କାରଣ ଲୁମ୍ରାଇନା ତେବେ ଏହାକୁ ନେଇ ଆପଣ କଣ କହିବେ । ତେବେ ଏହି ପ୍ରଶ୍ନ ର ଉତ୍ତର ରାଜେସ ପ୍ରତିକ୍ରିୟା ଦେଇଥିଲେ ଯେ ଆମେ ଅଲଗା ହେବା ପଛ ରେ କେହି କାରଣ ନାହାଁନ୍ତି । ଆମେ ଆମ ସମ୍ପର୍କ କୁ ବଢାଇ ଥିଲୁ ଓ ସମ୍ପର୍କ ଭାଙ୍ଗିଗଲା ଆମ ପାଇଁ ଆଉ କେହି ନୁହଁନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.