ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ ଅଭିନେତ୍ରୀ ଅଛନ୍ତି ଯେଉଁ ଭଲ ଅଭିନୟ କରିବା ସହିତ ଭଲ ଗୀତ ଗାଇପାରନ୍ତି , କିଏ ଭଲ ଆଙ୍କରିଙ୍ଗ କରି ପାରନ୍ତି , ହଁ ବନ୍ଧୁ ବହୁ କମ ଅଭିନେତ୍ରୀ ମାନ ଙ୍କ ପାଖ ରେ ଅନ୍ୟ କିଛି କଳା ଥାଏ ।
ହଁ ବନ୍ଧୁ ଯେମିତି କି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଗୁନଗୁନ , ତାହେଲେ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ ଗୁନଗୁନ ଙ୍କୁ ସେ ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ଜବରଦସ୍ତ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତେବେ ନିଜ ଅଭିନୟ ମାଧ୍ୟମ ରେ ସେ ଯେତିକି ଲୋକ ପ୍ରିୟ ହୋଇ ପରି ନାହାଁନ୍ତି , ତାଙ୍କ ଆଙ୍କରିଙ୍ଗ ତାଙ୍କୁ ବେସ ଲୋକ ପ୍ରିୟ କରାଇ ପାରିଛି । ତାହେଲେ ବହୁ ରିଆଲିଟି ସୋ ରେ ଆପଣ ମାନେ ଗୁନଗୁନ ଙ୍କୁ ଆଙ୍କରିଙ୍ଗ କରିଥିବାର ନିଶ୍ଚୟ ଦେଖିଥିବେ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଗୁନଗୁନ ଙ୍କ ବିବାହ ଘର ଟି ସରିଯାଇଛି ଓ ଏହି ବିବାହ ଘର ଟି ବେସ ଧୁମଧାମ ରେ ହେବା ସହିତ ହସ ଖୁସି ସମ୍ପନ୍ନ ହୋଇଥିଲା । ତାହେଲେ ବର୍ତ୍ତମାନ ସମୟ ରେ ଗୁନଗୁନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଗୁନଗୁନ ନିଜ ସ୍ଵାମୀ ଙ୍କୁ ବରଣ ମାଳା ପକାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ଆପଣ ମାନେ ଦେଖିଲେ ନିଶ୍ଚୟ ହସିବେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ