Breaking News

ସ୍ବାମୀଙ୍କୁ ଏମିତି ବରଣମାଳା ପିନ୍ଧାଇଲେ ଅଭିନେତ୍ରୀ ଗୁନଗୁନ , ଦେଖିଲେ ହସି ହସି ଗଡିବେ ….

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ ଅଭିନେତ୍ରୀ ଅଛନ୍ତି ଯେଉଁ ଭଲ ଅଭିନୟ କରିବା ସହିତ ଭଲ ଗୀତ ଗାଇପାରନ୍ତି , କିଏ ଭଲ ଆଙ୍କରିଙ୍ଗ କରି ପାରନ୍ତି , ହଁ ବନ୍ଧୁ ବହୁ କମ ଅଭିନେତ୍ରୀ ମାନ ଙ୍କ ପାଖ ରେ ଅନ୍ୟ କିଛି କଳା ଥାଏ ।

ହଁ ବନ୍ଧୁ ଯେମିତି କି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଗୁନଗୁନ , ତାହେଲେ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ ଗୁନଗୁନ ଙ୍କୁ ସେ ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ଜବରଦସ୍ତ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତେବେ ନିଜ ଅଭିନୟ ମାଧ୍ୟମ ରେ ସେ ଯେତିକି ଲୋକ ପ୍ରିୟ ହୋଇ ପରି ନାହାଁନ୍ତି , ତାଙ୍କ ଆଙ୍କରିଙ୍ଗ ତାଙ୍କୁ ବେସ ଲୋକ ପ୍ରିୟ କରାଇ ପାରିଛି । ତାହେଲେ ବହୁ ରିଆଲିଟି ସୋ ରେ ଆପଣ ମାନେ ଗୁନଗୁନ ଙ୍କୁ ଆଙ୍କରିଙ୍ଗ କରିଥିବାର ନିଶ୍ଚୟ ଦେଖିଥିବେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଗୁନଗୁନ ଙ୍କ ବିବାହ ଘର ଟି ସରିଯାଇଛି ଓ ଏହି ବିବାହ ଘର ଟି ବେସ ଧୁମଧାମ ରେ ହେବା ସହିତ ହସ ଖୁସି ସମ୍ପନ୍ନ ହୋଇଥିଲା । ତାହେଲେ ବର୍ତ୍ତମାନ ସମୟ ରେ ଗୁନଗୁନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଗୁନଗୁନ ନିଜ ସ୍ଵାମୀ ଙ୍କୁ ବରଣ ମାଳା ପକାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ଆପଣ ମାନେ ଦେଖିଲେ ନିଶ୍ଚୟ ହସିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.