Breaking News

ଦେଖନ୍ତୁ ଲୋକପ୍ରିୟ ଅଭିନେତ୍ରୀ ଗୁନଗୁନ ଙ୍କ ବାହାଘର ର ଫୁଲ୍ ଭିଡିଓ…

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ଅଭିନୟ ଦୁନିଆ ରେ ଚଳଚିତ୍ର ଓ ଧାରାବାହିକ ବେସ ଲୋକ ପ୍ରିୟ ହୋଇପାରିଛି । ତେବେ ବନ୍ଧୁଗଣ ଏହି ଚଳଚିତ୍ର ଓ ଧାରାବାହିକ ଲୋକ ପ୍ରିୟ ହେବା ର କାରଣ ହେଉଛି ଏଥିରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ପାଇଁ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଅଭିନେତା ଙ୍କ ଠାରୁ ଅଭିନେତ୍ରୀ ମାନେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ତାହେଲେ ବନ୍ଧୁଗଣ ବହୁ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ବିବାହ ବନ୍ଧନ ରେ ବାନ୍ଧି ହେବ ପରେ ଓଡିଆ ଇଣ୍ଡଷ୍ଟ୍ରି ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ବହୁ ଅଭିନେତ୍ରୀ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ଚଳିତ ବର୍ଷ ମଧ୍ୟ ଅନେକ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ହଁ ବନ୍ଧୁ ଅତି ନିକଟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଗୁନଗୁନ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ହେଉଛନ୍ତି ଗୁନଗୁନ , ଯିଏ ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହେବା ସହିତ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଗୁନଗୁନ ଙ୍କ ବିବାହ ଘର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ହଁ ବନ୍ଧୁ ସିନ୍ଦୁର ପିନ୍ଧାଉଥିବାର ଦୃଶ୍ୟ ଠାରୁ ବରଣ ମାଳା ପର୍ଯ୍ୟନ୍ତ ଭିଡିଓ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭାଉଜଙ୍କ ସହ ବାପା ଙ୍କ ର ଥିଲା ସ-ମ୍ପ-ର୍କ, ଏହି କଥା ଦିଅର ଜାଣିବା ପରେ , ଦିଅର ପାଇଁ ଭାରି ମ-ହ-ଙ୍ଗା ପଡିଲା

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ଙ୍କୁ ଯେଉଁ ବିଷୟ ରେ କହିବାକୁ ଯାଉଛୁ ତାହା ଆପଣ ମାନେ ଜାଣିବା …

Leave a Reply

Your email address will not be published. Required fields are marked *