Breaking News

ଜିଓ ଦେଲା ବଡ ଝଟକା, ଆଜି ଠାରୁ ଜିଓର ସମସ୍ତ ପ୍ଳାନର ଦର ବୃଦ୍ଧି ହେଲା,

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବଡ ଖବର ଆସି ଯାଇଛି ଜିଓ ସିମ ବ୍ୟବହାର କରୁଥିବା ଉପଭୋକ୍ତା ମାନ ଙ୍କ ପାଇଁ ହଁ ବନ୍ଧୁ ରିଲିଆନ୍ସ ଜିଓ ଜାରି କଳା ନୂଆ ଅଫର । ଏହି ଅଫର କୁ ଆପଣ ମାନେ ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ , ତେବେ ପୂର୍ବ ରୁ ଯେଉଁ ଭଳି ଭାବେ ଏୟାରଟେଲ ସିମ ବଡ ଶକ୍ତ ଝଟକା ଦେଇଥିଲା ବର୍ତ୍ତମାନ ସମୟ ରେ ସେହିଭଳି ଜିଓ ରିଲଲିଆନ୍ସ ବଡ ଶକ୍ତ ଝଟକା ଦେଇଛି ତାର ଗ୍ରାହକ କୁ ।


ଡିସେମ୍ବର 1 ତାରିଖ ରୁ 2021 ରେ ରିଲିଆନ୍ସ ଜିଓ ତାର ସମସ୍ତ ରିଚାର୍ଜ ବଢାଇ ଦେଇଛି , ଆପଣ 129 ଟଙ୍କା ରେ ଯାହା ବି କିଛି ସୁବିଧା ପାଉଥିଲେ ବର୍ତ୍ତମାନ ସମୟ ରେ ସେହି ସୁବିଧା ପାଇବା ପାଇଁ 155 ଟଙ୍କା ଦେବା କୁ ପଡିବ । ତେବେ ବର୍ତ୍ତମାନ ସମୟ ରେ ରିଲିଆନ୍ସ ଜିଓ ତାର ପ୍ରତ୍ଯେକ ଜିଓ ରିଚାର୍ଜ ରେ 20 ରୁ 25 ପ୍ରତିଶତ ବୃଦ୍ଧି କରିଛି । ତେବେ ଜିଓ ଫୋନ ର 75 ଟଙ୍କା କୁ ବର୍ତ୍ତମାନ ସମୟ ରେ 91 ଟଙ୍କା କରିଛି ଓ ଏହି ଅଫର ରେ 3 ଜୀବି ଡାଟା ସହ ଅଂଲିମିଟେଡ ଭଏସ କାଳ ସହିତ 50 ଟି ମେସେଜ ସୁବିଧା ରହିଛି ଯାହାର ବୈଧତା 28 ଦିନ ପାଇଁ ।

ଠିକ ସେହିଭଳି ଆପଣ ମାନେ ପୂର୍ବ ଏଊ 199 ଟଙ୍କା ରିଚାର୍ଜ ରେ ଦିନ କୁ ଦେଢ ଜୀବି ଡାଟା ସହିତ ଅନଲିମିଟେଡ ଭଏସ କଲ ଓ100 ଏସଏମଏସ ପାଉଥିଲେ , ତେବେ ବର୍ତ୍ତମାନ ସମୟ ରେ ସେହି ସୁବିଧା ପାଇବାକୁ ହେଲେ 239 ଟଙ୍କା କରିବା କୁ ପଡିବ ଠିକ ସେହିଭଳି 249 ଟଙ୍କା ରେ ଯେତିକି ସୁବିଧା ପାଉଥିଲେ ବର୍ତ୍ତମାନ ସମୟ ରେ ସେହି ସୁବିଧା ପାଇବା ପାଇଁ ଆପଣ 299 ଟଙ୍କା ରିଚାର୍ଜ କରିବାକୁ ପଡିବ , ତାହେଲେ ଆପଣ ମାନେ ଆମର ଏହି ପେଜ ରେ ଜିଓ ର ନୂଆ ପ୍ଲାନ ଏକ ଲିଷ୍ଟ ଦିଆ ଯାଇଛି ଯାହା ଆପଣ ମାନେ ଦେଖିବାକୁ ପାଉଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନାମର ପ୍ରଥମ ଅକ୍ଷର B ଥିଲେ – ଜାଣନ୍ତୁ କିଛି ରହସ୍ୟମୟ କଥା, ଯାହା ଆପଣଙ୍କୁ…….

ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ …

Leave a Reply

Your email address will not be published.