Breaking News

ଧୂମଧାମରେ ଓଡିଆ ଅଭିନେତ୍ରୀ ଗୁନଗୁନ (Gungun) ଙ୍କ ବିବାହଘର ଶେଷ ହେଲା ଆସିଲେ ବଡ ବଡ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବା ଲୋକ ପ୍ରିୟ ଆଙ୍କର ଗୁନଗୁନ ଙ୍କ ବିବାହ ଗତ କାଲି ବେଶ ଭଲ ଭାବ ରେ ସମ୍ପନ ହୋଇଛି ଓ ଆଜି ଆମେ ଏହି ବିବାହ ଘର ଦୃଶ୍ୟ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଇବେ ଓ କିଛି ଜାଣିବାକୁ ମଧ୍ୟ ପାଇବେ । ତାହେଲେ ଆସନ୍ତୁ ଜାଣିବା ,


ତାହେଲେ ବନ୍ଧୁଗଣ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ଗୁନୁଗୁନ ଙ୍କୁ ଆପଣ ମାନେ ବେଶ ଭଲ ଭାବ ରେ ଜାଣିଥିବେ ତେବେ ଏହି ଅଭିନେତ୍ରୀ ଜଣକ ବହୁସାରା ଚଳଚିତ୍ର ଓ ଧାରାବାହିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟ ହୋଇପାରିଛନ୍ତି ଓ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏକ ସ୍ବତନ୍ତ୍ର ପରିଚୟ ପାଇଛନ୍ତି । ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ସହିତ ଭଲ ଆଙ୍କରିଙ୍ଗ ମଧ୍ୟ କରିଥାଆନ୍ତି ।

ତାହେଲେ ଆପଣ ମାନେ ବହୁ ରିଆଲିଟି ଶୋ ରେ ଆଙ୍କରିଙ୍ଗ କରୁଥିବା ର ନିଶ୍ଚୟ ଦେଖିଥିବେ , ତେବେ ବନ୍ଧୁଗଣ ଗତକାଲି ଗୁନୁଗୁନ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ତେବେ ଗତକାଲି ବିବାହ ଘର ଟି ବେଶ ଭଲ ଭାବ ରେ ସମ୍ପନ ହୋଇଥିଲା । ତାହେଲେ ବର୍ତ୍ତମାନ ସମୟ ରେ ଗୁନୁଗୁନ ଙ୍କ ବିବାହ ଘର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଆପଣ ମାନେ ମଧ୍ୟ ଆମର ଏହି ପେଜ ରେ ଦେଖିବାକୁ ପାଉଥିବେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *