Breaking News

ବାହାଘର ପରେ ସ୍ଵାମୀଙ୍କ ସହ ବାପଘର ବୁଲିବାକୁ ଗଲେ ହିରୋଇନ ସୋମାଲିନ (Somalin Parida) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ନୂଆ କରି ବିବାହ କରିଥିବା ଦମ୍ପତ୍ତି ମାନେ ବିବାହ କିଛି ଦିନ ପରେ ଭଲ ଭଲ ସ୍ଥାନ କୁ ଏକାଠି ହୋଇ ଯାଇଥାନ୍ତି , ସେ ସେଲିବ୍ରେଟି ହୁଅନ୍ତୁ ବା ସାଧାରଣ ବ୍ୟକ୍ତି ବିବାହ ପରେ ଦମ୍ପତ୍ତିମାନେ ଏକାଠି ବିଭିନ୍ନ ସ୍ଥାନ କୁ ବୁଲିବାକୁ ଯାଇଥାନ୍ତି , ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ସୋମାଳିନୀ ନିଜ ସ୍ଵାମୀ ଙ୍କ ସହିତ ବୁଲିବାକୁ ଯାଇଛନ୍ତି , ତାହେଲେ ଆସନ୍ତୁ ଜାଣିବା କୁଆଡେ ବୁଲିବାକୁ ଯାଇଛନ୍ତି ସୋମାଲିନ ଓ ନିଶୀଥ


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋମାଲିନ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ , ତେବେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳି ନଥିଲେ ମଧ୍ୟ ସେ ଲୋକ ପ୍ରିୟ ଅଭିନେତ୍ରୀ ଭାବେ ପରିଚିତ । ସୋମାଲିନ ହେଉଛନ୍ତି ଏମିତି ଜେନ ଅଭିନେତ୍ରୀ ଯିଏ କି ବହୁତ କମ ଦିନ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରି ଘରେ ଘରେ ପରିଚିତ ହୋଇଥିଲେ । ତାହେଲେ ଏହି ଅଭିନେତ୍ରୀ ଜଣକ ଗତ କିଛି ଦିନ ତଳେ ନିଶୀଥ ନାୟକ ଙ୍କୁ ବିବାହ କରିଥିଲେ ଓ ସୋମାଲିନ ବର୍ତ୍ତମାନ ସମୟ ରେ ତାଙ୍କ ଶାଶୁଘରେ ଯାଜପୁର ରେ ଅଛନ୍ତି ,

ସୋମାଲିନ ବିବାହ ପରେ ଶାଶୁଘରେ ବେସ ଖୁସି ରେ ଅଛନ୍ତି ଓ ନିଜ ସାସୁ,ସ୍ଵାମୀ ଙ୍କ ସହିତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର ଏକଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ସୋମାଲିନ ନିଜ ସ୍ଵାମୀ ଙ୍କ ସହିତ ନିଜ ବାପଘର ଯାଉଛନ୍ତି ଓ ଯିବା ସମୟ ରେ ବହୁ ସାରା ମଜା ମସ୍ତି କରୁଥିବା ର ଦେଖିବାକୁ ମିଳିଛି ଓ ଆପଣ ମାନେ ମଧ୍ୟ ଏହି ମଜାମସ୍ତି ର ଭିଡିଓ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.