Breaking News

ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ବାତ୍ୟା, ଆସିଲା ବାତ୍ୟାର ସ୍ପଷ୍ଟ ଚିତ୍ର, ସୂଚନା ଦେଲେ IMD ଡ଼ିଜି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଓଡିଶା କୁ ବାତ୍ୟା ଭ-ୟ , ତେବେ ବର୍ତ୍ତମାନ ସମୟ ରେ ଯେହେତୁ ବାତ୍ୟା କୁ ନେଇ ସ୍ପଷ୍ଟ କରା ଯାଇ ନହିଁ କିନ୍ତୁ ବର୍ତ୍ତମାନ ସମୟ ରେ ଦକ୍ଷିଣ ଆଣ୍ଡାମାନ ସାଗର ରେ ଲଘୁଚାପ କ୍ଷେତ୍ର ପ୍ରଭାବ ରେ ଡିସେମ୍ବର 2 ଓ 3 ତାରିଖ ରେ ଲଗାଣ ବର୍ଷା ଲାଗି ରହିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟ ରେ ଦକ୍ଷିଣ ଆଣ୍ଡମାନ ସାଗର ରେ ଏକ ଲଘୁଚାପ ସୃଷ୍ଟି ହେବ ।


ତେବେ ଏହି ଲଘୁଚାପ ଟି 48 ଘଣ୍ଟା ମଧ୍ୟ ରେ ପଶ୍ଚିମ ଉତ୍ତର ପଛିମ ରେ ଗତି କରି ଡିପ୍ରେସନ ରେ ପରିଣତ ହେବ , ତେବେ ଆଜି ପାଗ ର ପରିବର୍ତ୍ତମାନ ହୋଇ ନଥିଲେ ମଧ୍ୟ ଗତ କାଲି ପାଗ ର ପରିବର୍ତ୍ତନ ହେବ ଓ ଗତ କାଲି , ଗଜପତି,ଗଞ୍ଜାମ,ପୁରୀ।ଜଗତିସିଂପୁର ଜିଲ୍ଲା ରେ ମଧ୍ୟମ ଧାରଣ ବର୍ଷା ହେବ ଓ 3 ତାରିଖ ବେଳ କୁ ବର୍ଷା ର ପରିମାଣ ର ବଢିବ ଓ ଲଘୁଚାପ ପ୍ରଭାବ ରେ କୋରାପୁଟ,ରାୟଗଡ଼,କନ୍ଧମାଳ ଓ ଢେଙ୍କାନାଳ କେତେକ ସ୍ଥାନ ରେ ବର୍ଷା ହେବା ର ସମ୍ଭାବନା ଥିବା ସମୟ ରେ


ଗଜପତି,ଗଞ୍ଜାମ ଓ ପୁରୀ ଜିଲ୍ଲା ରେ କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇ ପାରେ ଓ ଏହି ଜିଲ୍ଲା ରେ 3 ରୁ 4 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନହିଁ ଏସଆରସି ସତର୍କ ସୂଚନା ଦେଇଛନ୍ତି । ତେବେ ଆଜି ଲଘୁଚାପ ସୃଷ୍ଟି ହେବା ପରେ ସବୁକିଛି ସ୍ପଷ୍ଟ ଭାବେ ଜଣ ପଡିଯିବ । ତେବେ ଆଗକୁ ପାଣିପାଗ ଖବର ବିଷୟ ରେ ଜାଣିବା ପାଇଁ ଆମ ସହିତ ଯୋଡି ହୋଇ ରୁହନ୍ତୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *