ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ଘର ରେ ଯୁବକ ମାନ ଙ୍କ କେବଳ ମଙ୍ଗନ ହୋଇଥାଏ କିନ୍ତୁ ଯୁବତୀ ମାନ ଙ୍କ ର ମଙ୍ଗନ ହେବା ସହିତ ବାଡୁଆ ପାଣି ରେ ଗାଧୁଆ , ହଳଦୀ ରେଶମ ,ମେହେନ୍ଦି ଭଳି ଆମେକ କାର୍ଯ୍ୟ ହୋଇଥାଏ । ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଯୁବତୀ ମାନେ ବିବାହ ପୂର୍ବ ରୁ ନିଜ ମାମୁଁ ଘର କୁ ବାଡୁଆ ଖିଆ ଖାଇବାକୁ ଯାଇଥାନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବାହାଘର ସିଜିନ ଚାଲିଛି ଓ ଏହି ବିବାହ ସିଜିନ ରେ ଖାଲି ବାହାଘର ଚାଲିଛି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ମାନ ଙ୍କ ବିବାହ ଘର ସରିଯାଇଛି । ତାହେଲେ ବର୍ତ୍ତମାନ ସମୟରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଗୁନଗୁନ ଙ୍କ ବିବାହ ଘର ଆଜି ହେବା କୁ ଯାଉଛି ।
ଆଜି ଅଭିନେତ୍ରୀ ଗୁନଗୁନ ଙ୍କ ବିବାହ ଘର ହେବା ଯାଉଛି , ତେବେ ପୂର୍ବ ରୁ ହଳସୀ ରେଶମ,ମେହେନ୍ଦି ଭଳି ଅନେକ କାର୍ଯ୍ୟ ସରିଯାଇଛି ଓ ଆପଣ ମାନେ ମଧ୍ୟ ଏହାର ଦୃଶ୍ୟ ସୋସିଆଲ ମିଡିଆ ରେ ନିଶ୍ଚିନ୍ତ ଭାବେ ଦେଖିଥିବେ । ତାହେଲେ ବର୍ତ୍ତମାନ ସମୟ ରେ ଗୁନଗୁନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଓ ଏହି ଭିଡିଓ ରେ ଗୁନଗୁନ ତାଙ୍କ ମାମୁଁ ଘର କୁ ବଡୁଆ ଖିଆ ଖାଇବାକୁ ଯାଇଛନ୍ତି ଓ ଯାହାର ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ରେ ଦେଖିବାକୁ ପାଉଥିବେ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ