Breaking News

ବିବାହ ପୂର୍ବରୁ ନିଜ ମାମୁଁ ଘରକୁ କୂଣିଆ ଖାଇ ଗଲେ ଅଭିନେତ୍ରୀ ଗୁନଗୁନ (Gungun) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ଘର ରେ ଯୁବକ ମାନ ଙ୍କ କେବଳ ମଙ୍ଗନ ହୋଇଥାଏ କିନ୍ତୁ ଯୁବତୀ ମାନ ଙ୍କ ର ମଙ୍ଗନ ହେବା ସହିତ ବାଡୁଆ ପାଣି ରେ ଗାଧୁଆ , ହଳଦୀ ରେଶମ ,ମେହେନ୍ଦି ଭଳି ଆମେକ କାର୍ଯ୍ୟ ହୋଇଥାଏ । ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଯୁବତୀ ମାନେ ବିବାହ ପୂର୍ବ ରୁ ନିଜ ମାମୁଁ ଘର କୁ ବାଡୁଆ ଖିଆ ଖାଇବାକୁ ଯାଇଥାନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବାହାଘର ସିଜିନ ଚାଲିଛି ଓ ଏହି ବିବାହ ସିଜିନ ରେ ଖାଲି ବାହାଘର ଚାଲିଛି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ମାନ ଙ୍କ ବିବାହ ଘର ସରିଯାଇଛି । ତାହେଲେ ବର୍ତ୍ତମାନ ସମୟରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଗୁନଗୁନ ଙ୍କ ବିବାହ ଘର ଆଜି ହେବା କୁ ଯାଉଛି ।

ଆଜି ଅଭିନେତ୍ରୀ ଗୁନଗୁନ ଙ୍କ ବିବାହ ଘର ହେବା ଯାଉଛି , ତେବେ ପୂର୍ବ ରୁ ହଳସୀ ରେଶମ,ମେହେନ୍ଦି ଭଳି ଅନେକ କାର୍ଯ୍ୟ ସରିଯାଇଛି ଓ ଆପଣ ମାନେ ମଧ୍ୟ ଏହାର ଦୃଶ୍ୟ ସୋସିଆଲ ମିଡିଆ ରେ ନିଶ୍ଚିନ୍ତ ଭାବେ ଦେଖିଥିବେ । ତାହେଲେ ବର୍ତ୍ତମାନ ସମୟ ରେ ଗୁନଗୁନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଓ ଏହି ଭିଡିଓ ରେ ଗୁନଗୁନ ତାଙ୍କ ମାମୁଁ ଘର କୁ ବଡୁଆ ଖିଆ ଖାଇବାକୁ ଯାଇଛନ୍ତି ଓ ଯାହାର ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ରେ ଦେଖିବାକୁ ପାଉଥିବେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *