ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି , ତେବେ ଏହି ଅଭିନେତା ମାନ ଙ୍କୁ ମଧ୍ୟ ରୁ କିଏ ମୁଖ୍ୟଅଭିନେତା ଭୂମିକା ରେ ନଜର ଆସୁଛି ଟା ଆଉ କିଏ ହାସ୍ୟ ଅଭିନେତା ଚରିତ୍ର ରେ ନଜର ଆସୁଛନ୍ତି ତେବେ ଏହି ଭଳି ଅନେକ ଚରିତ୍ର ରେ ନଜର ଆସି ଜବରଦସ୍ତ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନେ-ଗେ-ଟି-ଭ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତା ମାନେ ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଥାନ୍ତି । ଧାରାବାହିକ ହେଉ ବା ଚଳଚିତ୍ର ଯଦି ନେ-ଗେ-ଟି-ଭ ବା ଖ-ଳ-ନା-ୟ-କ ନଥିବେ , ତାହେଲେ ଧାରାବାହିକ ହେଉ ବା ଚଳଚିତ୍ର ସେତେ ମନୋରଞ୍ଜନ ହୋଇ ପାରିବ ନହିଁ ।
ତାହେଲେ ବନ୍ଧୁଗଣ ଏହି କଥା ଟି କହିବା ର କାରଣ ହେଲା ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁତ କମ ଅଭିନେତା ଅଛନ୍ତି ଯେଉଁ ମାନେ ନେଗେଟିଭ ଚରିତ୍ର ରେ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ସେହିଭଳି ଜଣେ ଅଭିନେତା ହେଉଛନ୍ତି ବିଶ୍ବଭୂଷଣ । ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତା ଙ୍କୁ ବହୁସାରା ଚଳଚିତ୍ର ଓ ଧାରାବାହିକ ରେ ତାଙ୍କ ଅଭିନୟ ନିଶ୍ଚୟ ଦେଖିଥିବେ । ତେବେ ସେ ପ୍ରାୟ ଧାରାବାହିକ ରେ ନେ-ଗେ-ଟି-ଭ ଚରିତ୍ର ରେ ନଜର ଆସିଥାନ୍ତି ।
ତାହେଲେ ବର୍ତ୍ତମାନ ସମୟ ରେ ଏହି ଅଭିନେତା ଜଣକ ମଙ୍ଗଳା ଚରଣ ରେ ନିଜ ଅଭିନୟ ଜାରି ରଖିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଜଣକ ଅତି ନିକଟ ରେ ବିବାହ କରିଛନ୍ତି ଓ ଗତକାଲି ଥିଲା ତାଙ୍କ ରିଷେପ୍ସନ ଓ ଏହି ରିଷେପ୍ସନ ରେ ବହୁ ଅଭିନେତା ଓ ଅଭିନେତ୍ରୀ ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ