Breaking News

ଅଷ୍ଟ ମଙ୍ଗଳାରେ ନିଜ ବାପ ଘରକୁ ଆସି ସୋମାଲିନ (Somalin Parida) କଲେ ଏମିତି କାମ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ କମ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେବା ପୂର୍ବ ରିଆଲିଟି ସୋ ରେ ବିଜେତା ହେବା ପରେ ଓଡିଆ ଅଭିନୟ ଜଗତ ପାଦ ଦେଇଛନ୍ତି ।

ତାହେଲେ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ରିଆଲିଟି ସୋ ବିଜେତା ହେବା ଅଭିନୟ ଦୁନିଆ ରେ ପାଦ ଦେଇଥିଲେ ଓ ଏହି ଅଭିନେତ୍ରୀ ଜଣକ ବହୁତ କମ ଦିନ ର ଅଭିନୟ ରେ ଘରେ ପରିଚିତ ହେବା ସହିତ ଲୋକ ପରିଚିତ ହୋଇଥିଲେ । ତେବେ ଏହି ଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ସୋମାଲିନ ପରିଡା ଯିଏ ରିଆଲଟି ସୋ ରେ ବିଜେତା ହେବା ପରେ ଅଭିନୟ ଦୁନିଆ ରେ ପାଦ ଦେଇଥିଲେ ଓ ବହୁ କମ ଦିନ ଅଭିନୟ କରି ସେ ଅଭିନୟ ଜଗତ ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଥିଲେ ।

ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଥିଲେ ମଧ୍ୟ ନିଜ ପ୍ରଶଂସକ ପାଇଁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ , ତେବେ ବର୍ତ୍ତମାନ ସମୟ ରେ ସୋମାଲିନ ବିବାହ ବନ୍ଧନ ରେ ବାନ୍ଧି ହୋଇସାରିଛନ୍ତି , ହଁ ବନ୍ଧୁ ସୋମାଲିନ ଙ୍କ ବିବାହ ଆଜି କୁ 9 ଦିନ ହୋଇଯାଇଛି ।

ତେବେ ଗତକାଲି ଅଷ୍ଟମଙ୍ଗଳା ଓ ଏହି ଅଷ୍ଟମଙ୍ଗଳା ରେ ସୋମାଲିନ ଓ ତାଙ୍କ ସ୍ଵାମୀ ନିଶୀଥ ଙ୍କ ସହିତ ନିଜ ବାପଘର କୁ ଆସିଥିଲେ ଓ ବାପଘରେ ପହଞ୍ଚି ଭଉଣୀ ଜାଙ୍କଲିନ ଙ୍କ ସହିତ ବହୁତ ସାରା ମଜାମସ୍ତି କରୁଥିବା ର ଆପଣ ମାନେ ଦେଖି ପାରୁଥିବେ ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.