Breaking News

ଓଡିଆ ହିରୋଇନ ମାନେ ଅଭିନେତ୍ରୀ ଗୁନଗୁନ (Gungun) ଙ୍କ ହଳଦୀରେ କରିଲେ ଜବରଦସ୍ତ ଡ୍ୟାନ୍ସ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ଭଲ ଅଭିନେତ୍ରୀ ଭାବେ ପରିଚିତ ହେବା ସହିତ ଭଲ ଆଙ୍କର ଭାବେ ବେସ ପରିଚିତ । ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ମାଧ୍ୟମ ରେ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇ ଲୋକ ପ୍ରିୟ ହୋଇପାରିଛନ୍ତି ଓ ବହୁ ରିଆଲିଟି ସୋ ଭଲ ଆଙ୍କରିଙ୍ଗ କରି ଦର୍ଶକ ମାନ ଙ୍କ ହୃଦୟ ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି ଓ ଘରେ ଘରେ ମଧ୍ୟ ପରିଚିତ ।

ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଲୋକ ପ୍ରିୟ ଅଭିନେତ୍ରୀ ଗୁନଗୁନ , ତାହେଲେ ବନ୍ଧୁଗଣ ଆପଣ ମାନେ ଗୁନଗୁନ ଙ୍କୁ ନିଶ୍ଚୟ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ଜବରଦସ୍ତ ଆଙ୍କରିଙ୍ଗ ପାଇଁ ବେସ ଲୋକ ପରିଚିତ ।

ବନ୍ଧୁଗଣ ଆପଣ ମାନେ ଗୁନଗୁନ ଙ୍କୁ ବହୁସରା ଚଳଚିତ୍ର ଓ ଧାରାବାହିକ ରେ ଜବରଦସ୍ତ ଅଭିନୟ କରି ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଗୁନଗୁନ ଏହି ଅଭିନେତ୍ରୀ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଆଜି ଆମେ ସେହି ଭିଡିଓ ବିଷୟ ରେ ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗୁନଗୁନ ଆଗାମୀ ଦିନ ମାନ ଙ୍କ ଭିତରେ ବିବାହ ବନ୍ଧନ ଆବଦ୍ଧ ହେବା କୁ ଯାଉଛନ୍ତି , ତେବେ ବର୍ତ୍ତମାନ ସମୟ ରେ ଗୁନଗୁନ ଙ୍କ ର ଏକ ଭିଡିଓ ବେସ ଚର୍ଚ୍ଚା ରେ ଅଛି ଓ ଭିଡିଓ ରେ ଗୁନଗୁନ ଙ୍କ ହଳଦୀ ରେଶମ ରେ ବହୁ ଲୋକ ପ୍ରିୟ ଅଭିନେତ୍ରୀ ଉପସ୍ଥିତ ଥିଲେ ଓ ବହୁସାରା ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.