Breaking News

ଫୁଣି ଓଡିଶାକୁ ଆସନ୍ତା ୨ ତାରିଖରେ ଆସୁଛି ବର୍ଷା, ବାତ୍ୟାର ମାଡି ଆସୁଛି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ପୁଣି ଭୟ ଦେଖାଇଲାଣି ବାତ୍ୟା , ଆସନ୍ତାକାଲି କାଲି ଆଣ୍ଡାମାନ ସାଗର ରେ ଲଘୁଚାପ ସୃଷ୍ଟି ହୋଇ ପାରେ ଏହା ଫଳ ରେ ଡିସେମ୍ବର ମାସ 3 ରୁ 5 ତାରିଖ ପର୍ଯ୍ୟନ୍ତ ପବନ ସହିତ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ର ସମ୍ଭାବନା ରହିଛି । ତେବେ ଏହି ସୂଚନା ଟି ଦେଇଛନ୍ତି ଆଇଏମଡ଼ି ଡିଜି ସୂଚନା ଦେଇଛନ୍ତି ।


ତେବେ ପାଣିପାଗ ବିଭାଗ ପୂର୍ବନୁଯାୟୀ 30 ତାରିଖ ରେ ଦକ୍ଷିଣ ଆଣ୍ଡାମାନ ସାଗର ରେ ସୃଷ୍ଟି ହେବା କୁ ଯାଉଥିବା ଲଘୁଚାପ ଧୀରେ ଧୀରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଗତି କରିବ ତେବେ ଡିସେମ୍ବର 2 ତାରିଖ ବେଳ କୁ ଘନୀଭୂତ ହୋଇ ଅବପାତ ର ରୂପ ନେବା ପରେ ବାତ୍ୟା ର ରୂପ ନେବ ପରେ ତାର ଗତି ବିଧି ଉପରେ ସ୍ପଷ୍ଟ ଭାବେ ଜଣା ପଡିଯିବ ।


ତେବେ ଏହାର ପ୍ରଭାବ ରେ ଓଡିଶା ର ଉପକୂଳ ରେ 3 ତାରିଖ ରେ ବର୍ଷା ହେବ , ତେବେ ପ୍ରଥମେ ଦକ୍ଷିଣ ଓଡିଶା ଓ ଏହା ସଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲା ପରେ ଉତ୍ତର ଓଡିଶା ରେ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ । ତେବେ ଲଘୁଚାପ ସୃଷ୍ଟି ହେବା ପରେ କେଉଁ ଜିଲ୍ଲା ରେ କେତେ ବର୍ଷା ହେବ ତାହା ଜଣା ପଡିଜୀବ ।

ଏହି ସମୟ ରେ ସମୁଦ୍ର ଅଶାନ୍ତ ରହିବ ସେଥିପାଇଁ 2 ତାରିଖ ରୁ 5 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତର କୁ ମତ୍ସଜୀବୀ ମାନେ ନ ଯିବା ପାଇଁ ପରାମର୍ଶ ଦିଆ ଯାଇଛି । ତାହେଲେ ଏପଟେ ଏସଆରସି ସମସ୍ତ ଜିଲ୍ଲା ପାଲ ଙ୍କୁ ସତର୍କ ରହିବା ପାଇଁ ଚିଠି ଲେଖିଛନ୍ତି । ଜଗତସିଂପୁର,କେନ୍ଦ୍ରପଡା,କନ୍ଧମାଳ,ରାୟଗଡ଼ ,କୋରାପୁଟ , ମାଲକାନଗିରି ଅଧିକ ବର୍ଷ ହେବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶକ୍ତିଶାଳୀ ହେଉଛି ଲଘୁଚାପ, ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ଲଘୁଚାପ, ଆଜିଠାରୁ ପ୍ରବଳ ବର୍ଷା, Panipaga ବିଭାଗ ଦେଲେ ଭୟଙ୍କର ସୂଚନା… ଦେଖନ୍ତୁ ପୁରା ଖବର…

ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ଆସୁଛି ଆଉକିଛି ବଡ଼ ଖବର ଆହୁରି ଶକ୍ତି ଶାଳୀ ହେବ ଲଘୁଚାପ ରାଜ୍ୟରେ …

Leave a Reply

Your email address will not be published.