ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତାହେଲେ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ସେ ଜବରଦସ୍ତ ଅଭିନୟ କରିବା ସହିତ ଭଲ ଆଙ୍କର ଭାବେ ଘରେ ଘରେ ପରିଚିତ ଓ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଗୁନଗୁନ , ତେବେ ଏହି ଅଭିନେତ୍ରୀ ଜଣକ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ଭାବେ ପରିଚିତ ହେବା ସହିତ ଭଲ ଆଙ୍କର ଭାବେ ସବୁଠି ପରିଚିତ ।
ତାହେଲେ ବନ୍ଧୁଗଣ ଆପଣ ମାନେ ଗୁନଗୁନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ସେ ବହୁ ଗୁଡିଏ ଧାରାବାହିକ ଓ ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ତାଙ୍କ ଅଭିନୟ ବହୁ ଧାରାବାହିକ ଓ ଚଳଚିତ୍ର ଦେଖିବା ସହିତ ବହୁ ରିଆଲିଟି ସୋ ରେ ଆପଣ ମାନେ ନିଶ୍ଚୟ ତାଙ୍କର ଜବରଦସ୍ତ ଆଙ୍କରିଙ୍ଗ କରିଥିବା ର ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ନିଜ ଅଭିନୟ ଓ ଆଙ୍କରିଙ୍ଗ ପାଇଁ ସେ ଆଜି ଘରେ ଘରେ ପରିଚିତ ହେବା ସହିତ ବେସ ଲୋକ ପ୍ରିୟ ମଧ୍ୟ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଡ ଖବର ଆସି ଯାଇଛି ଗୁନଗୁନ ଙ୍କ ବିବାହ ଘର କୁ ନେଇ , ହଁ ବନ୍ଧୁ ଗୁନଗୁନ ଙ୍କ ମେହେନ୍ଦି ସରିଯାଇଛି ଓ ଆସନ୍ତା କାଲୀ ମାନେ 30 ତାରିଖ ଦିନ ତାଙ୍କ ବିବାହ ଘର ଓ ଏହି କଥା ଟି ନିଜେ ଗୁନଗୁନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମ ରେ ଜଣାଇଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ