Breaking News

ଓଡିଆ ହିରୋଇନ ଗୁନଗୁନ (GunGun) ଏହି ହିରୋଙ୍କୁ କରିଲେ ବିବାହ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତାହେଲେ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ସେ ଜବରଦସ୍ତ ଅଭିନୟ କରିବା ସହିତ ଭଲ ଆଙ୍କର ଭାବେ ଘରେ ଘରେ ପରିଚିତ ଓ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଗୁନଗୁନ , ତେବେ ଏହି ଅଭିନେତ୍ରୀ ଜଣକ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ଭାବେ ପରିଚିତ ହେବା ସହିତ ଭଲ ଆଙ୍କର ଭାବେ ସବୁଠି ପରିଚିତ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଗୁନଗୁନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ସେ ବହୁ ଗୁଡିଏ ଧାରାବାହିକ ଓ ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ତାଙ୍କ ଅଭିନୟ ବହୁ ଧାରାବାହିକ ଓ ଚଳଚିତ୍ର ଦେଖିବା ସହିତ ବହୁ ରିଆଲିଟି ସୋ ରେ ଆପଣ ମାନେ ନିଶ୍ଚୟ ତାଙ୍କର ଜବରଦସ୍ତ ଆଙ୍କରିଙ୍ଗ କରିଥିବା ର ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ନିଜ ଅଭିନୟ ଓ ଆଙ୍କରିଙ୍ଗ ପାଇଁ ସେ ଆଜି ଘରେ ଘରେ ପରିଚିତ ହେବା ସହିତ ବେସ ଲୋକ ପ୍ରିୟ ମଧ୍ୟ ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଡ ଖବର ଆସି ଯାଇଛି ଗୁନଗୁନ ଙ୍କ ବିବାହ ଘର କୁ ନେଇ , ହଁ ବନ୍ଧୁ ଗୁନଗୁନ ଙ୍କ ମେହେନ୍ଦି ସରିଯାଇଛି ଓ ଆସନ୍ତା କାଲୀ ମାନେ 30 ତାରିଖ ଦିନ ତାଙ୍କ ବିବାହ ଘର ଓ ଏହି କଥା ଟି ନିଜେ ଗୁନଗୁନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମ ରେ ଜଣାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *