Breaking News

ତରଙ୍ଗ ଟିଭିର Femous Actress ମଙ୍ଗଳା ଜଣାଇଲେ କରୋନା ସମୟର ଦୁଃଖ, ଶୁଣିଲେ ଆଖିରୁ ଲୁହ ଆସିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଏହି ଦୁନିଆ ରେ ସମସ୍ତେ ଇଚ୍ଛା କରନ୍ତି ଯେ ସେମାନେ ତାଙ୍କ ଜୀବନ ରେ ଭଲ ସଫଳ ମଣିଷ ହେବା ପାଇଁ , ତେବେ ବନ୍ଧୁଗଣ ଏଇ ଦୁନିଆ ରେ ଭଲ ସଫଳ ମଣିଷ ହେବାକୁ ହେଲେ ମଣିଷ କୁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ତେବେ ଏହି ଦୁନିଆ ରେ ସମସ୍ତେ ସମ୍ମାନ ନୁହଁନ୍ତି କାରଣ କିଛି ଲୋକ ସଫଳ ମଣିଷ ହେବା ପାଇଁ ଇଚ୍ଛା କରନ୍ତି କିନ୍ତୁ ପରିଶ୍ରମ କରନ୍ତି ନହିଁ କିନ୍ତୁ କିଛି ଲୋକ ସଫଳ ହେବା ପାଇଁ ପରିଶ୍ରମ କରି ନିଜ ଲକ୍ଷସ୍ଥଲେ ପହଞ୍ଚନ୍ତି ।

ତାହେଲେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହି କଥା କହିବା ଉଦ୍ଦେଶ୍ୟ ହେଉଛି ଯେ ବର୍ତ୍ତମାନ ସମୟ ରେ ଓଡିଶା ର ନମ୍ବର 1 ନ୍ଯୁଜ ଚ୍ୟାନେଲ ଓଟିଭି ରେ ଏକ ରିଆଲିଟି ସୋ ପ୍ରସାରିତ ହେଉଛି ଓ ଏହି ସୋ ରେ ସେହି ବ୍ୟକ୍ତି ମାନେ ଅଂସ ଗ୍ରହଣ କରୁଛନ୍ତି ଯେଉଁ ବ୍ୟକ୍ତି ମାନେ ତାଙ୍କ ଜୀବନ ରେ ଅନେକ ପରିଶ୍ରମ ଓ ସଂଘର୍ଷ କରିଛନ୍ତି ଓ ସେମାନ ଙ୍କ ପରିଶ୍ରମ ସଂଘର୍ଷ ଲୋକ ଲୋଚନ କୁ ଆଣି ଥାଏ ।

ତାହେଲେ ଏହି ସୋ ର ନାମ ହେଉଛି ଜିତିବ ଓଡିଶା ଯାହାକୁ ପରିଚାଳିତ କରୁଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ସବ୍ୟସଚି ମିଶ୍ର । ତାହେଲେ ବନ୍ଧୁଗଣ ଅତି ନିକଟ ରେ ଏହି କାର୍ଯ୍ୟକ୍ରମ ରେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ମଙ୍ଗଳା ଚରଣ ର ଅଭିନେତ୍ରୀ ମଙ୍ଗଳା ଯୋଗ ଦେଇଥିଲେ । ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ମଙ୍ଗଳା ଙ୍କ ପ୍ରକୃତ ଙ୍କ ନାମ ହେଉଛି ସୁଶ୍ରୀ ସୁଭାସିନୀ ପଣ୍ଡା ,


ତାହେଲେ ଅଭିନେତ୍ରୀ ମଙ୍ଗଳା ଯିଏ କି ଏହି ରିଆଲିଟି ସୋ ରେ କରୋନା ସମୟ ରେ ନିଜର ଅନୁଭୂତି କୁ କହି କାନ୍ଦି ପକାଇ ଥିଲେ । ହଁ ବନ୍ଧୁ କରୋନା ସମୟ ରେ ଅସୁବିଧା ପଡିଥିଲେ କି ନହିଁ ସବ୍ୟସଚି ପଚାରିଥିଲେ ଓ ଏହି କଥା ର ଉତ୍ତର ରେ ମଙ୍ଗଳା କହିଥିଲେ ଯେ ତାଙ୍କ ପରିବାର ସେ ସମୟ ରେ ଆର୍ଥିକ ଅବସ୍ଥା ବହୁତ ଖରାପ ଥିଲା ଓ ତାଙ୍କ ବାପା ଙ୍କ ର ମଧ୍ୟ କାମ ବନ୍ଦ ହୋଇଗଲା ।

ତେବେ ମଙ୍ଗଳା ଙ୍କ ପାଖ ରେ 250 ଟଙ୍କା ଥିଲା ଓ ସେହି 250 ଟଙ୍କା ଙ୍କୁ ସେ ପାଖ ରେ ରଖିଥିଲେ କରୋନା ପ୍ରକୋପ କମିଗଲେ ଘର କୁ ଆସିବେ ବୋଲି । ସେଥିପାଇଁ ସେ 250 ଟଙ୍କା ରଖିଥିଲେ ଓ ଦିନ କୁ ଥରେ ଖାଇ ଦୁଇ ବେଳା ଉପାସ ରହୁଥିଲେ । ଏତେ ଅସୁବିଧା ରେ ଥିଲେ ମଧ୍ୟ ସେ ତାଙ୍କ ପରିବାର କୁ ଜଣାଇ ନଥିଲେ , ତେବେ ଏହି ଭଳି ନିଜ ସମସ୍ଯା କହି ମଙ୍ଗଳା କାନ୍ଦି ପକାଇଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.