Breaking News

କୁଆଁରୀ ବୋହୂ ସିରିଏଲର ଅଭିନେତ୍ରୀ ପଲ୍ଲବୀ ବିବାହ ବନ୍ଧନରେ ବାନ୍ଧି ହେଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୁଣି ଆଉ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବିବାହ ବନ୍ଧନ ରେ ବାନ୍ଧି ହେଲେ , ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ପାଇଁ ଘରେ ଘରେ ବେସ ପରିଚିତ । ତାହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକ କିଏ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଝିଅ ଜନମ ପର ଘର କୁ ତେଣୁ କରି ସେ ସେଲିବ୍ରେଟି ହେଉ ବା ସାଧାରଣ ଯୁବତୀ ସେମାନେ ଦିନେ ନା ଦିନେ ନିଜ ବାପଘର କୁ ଛାଡି ଶାଶୁଘର କୁ ଯିବା କୁ ପଡିବ ।


ତାହେଲେ ବନ୍ଧୁଗଣ ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ଅତି ନିକଟ ରେ ଅଭିନୟ ଜଗତ ରୁ ଦୂରେଇ ଯାଇଛନ୍ତି , ସେ ଅଭିନୟ କରୁଥିବା ଧାରାବାହିକ ଟି ହେଉଛି କୁଆଁରୀ ବୋହୁ , ଆପଣ ମାନେ ଏହି ଧାରାବାହିକ ଟି କୁ ନିଶ୍ଚୟ ଦେଖିଥିବେ କାରଣ ଏହି ଧାରାବାହିକ ଟି ବେସ ଲୋକ ପ୍ରିୟ ଧାରାବାହିକ ହୋଇ ପାରିଥିଲା ।

ତାହେଲେ ବନ୍ଧୁଗଣ ଏହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତ୍ରୀ ପଲ୍ଲବୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଧାରାବାହିକ ରେ ପଲ୍ଲବୀ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ବେସ ଲୋକ ପ୍ରିୟ ହୋଇପାରିଥିଲେ । ତେବେ ଏହି ଧାରାବାହିକ ରେ ସେ ଅଭିନୟ କରିବା ସହିତ ସେ ବହୁତ ସାରା ଧାରାବାହିକ ରେ ଅଭିନୟ ମଧ୍ୟ କରିଛନ୍ତି ।

ତେବେ କୁଆଁରୀ ବୋହୁ ଧାରାବାହିକ ଟି ସାରିବା ପରେ ସେ ଆଉ କୌଣସି ଧାରାବାହିକ ରେ ଅଭିନୟ କରି ନାହାଁନ୍ତି , ତାହେଲେ ବର୍ତ୍ତମାନ ରେ ପଲ୍ଲବୀ ନିଜ ପିଲା ବେଳ ର ସାଙ୍ଗ କୁ ବିବାହ କରି ନିଜ ଶାଶୁଘରେ ଅଛନ୍ତି , ତେବେ ବର୍ତ୍ତମାନ ସମୟ ରେ ପଲ୍ଲବୀ ଙ୍କ ର ବଧୁ ବେସ ର ଫଟୋ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *