Breaking News

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତା ଜଣକ ବହୁ କମ ଦିନ ର ଅଭିନୟ ରେ ବେସ ଅଧିକ ଲୋକ ପ୍ରିୟ ହୋଇପାରିଛନ୍ତି । ଆପଣ ମାନେ ବିଶ୍ଵ ବହୁ ସାରା ଚଳଚିତ୍ର , ଧାରାବାହିକ ଓ ଆଲବମ ରେ ମଧ୍ୟ ଜବରଦସ୍ତ ଅଭିନୟ କରିଥିବାର ଆପଣ ମାନେ ଦେଖିଥିବେ ।


ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ବହୁ କମ ଦିନ ରେ ଲୋକ ପ୍ରିୟ ହେବା ର କାରଣ ହେଲା ତାଙ୍କ ଜବରଦସ୍ତ ଅଭିନୟ ପୁଣି ନେଗେଟିଭ ଚରିତ୍ର ରେ , ନେ-ଗେ-ଟି- ଭ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ବହୁତ କମ ଦିନ ମଧ୍ୟ ରେ ଘରେ ଘରେ ପରିଚିତ ହେବା ସହିତ ବେସ ଲୋକ ପ୍ରିୟ ହୋଇପାରିଥିଲେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ବିଶ୍ଵ ଭୂଷଣ ଙ୍କୁ ବହୁସାରା ଧାରାବାହିକ ରେ ନେ-ଗେ-ଟି-ଭ ଚରିତ୍ର ରେ ନଜର ଆସିଛନ୍ତି ଓ ଆପଣ ମାନେ ନିଶ୍ଚୟ ଦେଖିଥିବେ । ତାହେଲେ ବନ୍ଧୁଗଣ ଏହି ଅଭିନେତା ବାସ୍ତବିକ ଜୀବନ ରେ ବହୁତ ଭଲ ମଣିଷ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବିଶ୍ଵ ଭୂଷଣ ଙ୍କ ବହୁ ଭିଡିଓ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ଗୁଡିକ ହେଉଛି ତାଙ୍କ ବିବାହ ଘର ଭିଡିଓ ।


ବିଶ୍ଵ ଭୂଷଣ ଙ୍କ ବିବାହ ଘରେ ବହୁସାରା ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଉପସ୍ଥିତ ଥିଲେ ଓ ବହୁସାରା ମଜା ମସ୍ତି କରୁଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅତି ନିକଟ ରେ ବିଶ୍ବଭୂଷଣ ନିଜ ଗାର୍ଲ ଫ୍ରେଣ୍ଡ କୁ ବିବାହ କରିଛନ୍ତି ଓ ଏହି ବିବାହ କରିବା ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *