Breaking News

ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣ (Biswabhushan Panda) ତାଙ୍କ ପ୍ରେମିକା ରୂପାଲିଙ୍କୁ କରିଲେ ବିବାହ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ବିବାହ ର ସିଜିନ ଚାଲିଛି ଓ ଏହି ସିଜିନ ରେ ବହୁ ବିବାହ ଘର ମଧ୍ୟ ହେଉଛି । ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଓ ଅଭିନେତା ମାନେ ମଧ୍ୟ ବିବାହ କରିଛନ୍ତି , ଆପଣ ମାନେ ଜାଣିଥିବେ ଅତି ନିକଟ ରେ ଅଭିନେତ୍ରୀ ସୋମାଲୀନ ପରିଡା ଙ୍କ ବିବାହ ସରିଯାଇଛି , ତେବେ ବର୍ତ୍ତ୍ସମାନ ସମୟ ରେ ଆଉ ଜଣେ ଅଭିନେତା ଙ୍କ ବିବାହ ସରିଯାଇଛି । ତାହେଲେ ଆସନ୍ତୁ ଜାଣିବା ଏହି ଅଭିନେତା ଜଣକ କିଏ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ମାନ ଙ୍କ ମଧ୍ୟ ରୁ ବହୁକମ ଅଭିନେତା ଅଛନ୍ତି ଯେଉଁ ନେଗେଟିଭ ଚରିତ୍ର ରେ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତେବେ ସେହି ଭଳି ଜଣେ ଅଭିନେତା ହେଉଛନ୍ତି ଅଭିନେତା ବିଶ୍ଵ ଭୂଷଣ ।

ତାହେଲେ ବନ୍ଧୁଗଣ ଆପଣ ବିଶ୍ଵ ଙ୍କୁ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚୟ ଦେଖୁଥିବେ , ତେବେ ଏହି ଅଭିନେତା ଜଣକ ପ୍ରାୟ ଅଧିକ ଧାରାବାହିକ ରେ ନେ-ଗେ-ଟି-ଭ ଚରିତ୍ର ରେ ନଜର ଆସି ଥାନ୍ତି । ତାହେଲେ ନିଜ ଜବରଦସ୍ତ ଅଭିନୟ ରେ ସେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବିଶ୍ଵ ଭୂଷଣ ଙ୍କ ବିବାହ ଘର ସରିଯାଇଛି ଓ ବିବାହ ଘର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , । ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ଅଭିନେତା ଙ୍କ ବିବାହ ଘରେ ବହୁ ଲୋକ ପ୍ରିୟ ଅଭିନେତ୍ରୀ ମାନେ ନଜର ଆସିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.