Breaking News

ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର (Lipsa Mishra) ଓଡିଆ ଆଲବମ ହିରୋ ବୁଲୁ (Bulu Dash) ଙ୍କୁ କରିଲେ ବିବାହ ! – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବୁଲୁ ଦାସ ଓ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର ଏକ ଭିଡିଓ ଭଉ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଏହି ଅଭିନେତା ଓ ଅଭିନେତ୍ରୀ ବିବାହ କରୁଥିବାର ଦେଖିବାକୁ ମିଳିଛି , ଏହି ଦୃଶ୍ୟ ବହୁ ଦର୍ଶକ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି , ତାହେଲେ ଆସନ୍ତୁ ଏହା ପଛ ରେ ଥିବା ସତ୍ୟତା କୁ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତା ବୁଲୁ ଦାସ ଙ୍କ ବେସ ଭଲ ଭାବ ରେ ଜାଣିଥିବେ , ସେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଥିଲେ । ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ବହୁ ଧାରାବାହିକ , ଚଳଚିତ୍ର ଅଭିନୟ କରି ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି । ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ଅଭିନେତା ଜଣକ ନିଜ କ୍ଯାରିୟର ଆଲବମ ଜଗତ ରୁ କରିଥିଲେ ।

ତେବେ ଠିକ ସେହିଭଳି ଆପଣ ମାନେ ଲିପ୍ସା ମିଶ୍ର ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ବହୁ ସାରା ଚଳଚିତ୍ର , ଧାରାବାହିକ ଓ ଆଲବମ ରେ ନିଜ ଜବରଦସ୍ତ କଳା କୁ ପ୍ରଦର୍ଶିତ କରାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ ଓ ସେ ବର୍ତ୍ତମାନ ସମୟ ରେ ନିଜ ଅଭିନୟ ଜାରି ରଖିଛନ୍ତି , ହେ ପ୍ରଭୁ ଧାରାବାହିକ ରେ ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ଏହି ଭିଡିଓ ରେ ବୁଲୁ ବର ବେସ ହୋଇଥିବା ସମୟ ରେ ଅଭିନେତ୍ରୀ ଲିପ୍ସା ମିଶ୍ର କନ୍ୟା ବେସ ସାଜିଛନ୍ତି । ତାହେଲେ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛି ଯେ ଏହି ଦୃଶ୍ୟ ଟି ଭାଇରାଲ ହୋଇଥିଲେ ମଧ୍ୟ ଏହା ପଛ ରେ ଥିବା ସତ୍ୟତା ଏ ପର୍ଯ୍ୟନ୍ତ ଜଣା ପଡି ନହିଁ ॥

 

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.