Breaking News

ଓଡିଆ ଅଭିନେତ୍ରୀ ସୋମାଲିନ (Somalin Parida) ପ୍ରଥମ ଥର ଲାଇଭରେ ଆସି ସ୍ଵାମୀଙ୍କ ଗୁମର ଖୋଇଲେ! – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତାହେଲେ ଏହି ଅଭିନେତ୍ରୀ ଜଣକ ଗତ କିଛି ଦିନ ତଳେ ନିଶୀଥ ନାୟକ ଙ୍କୁ ବିବାହ କରିଥିଲେ ଓ ସୋମାଲିନ ବର୍ତ୍ତମାନ ସମୟ ରେ ତାଙ୍କ ଶାଶୁଘରେ ଯାଜପୁର ରେ ଅଛନ୍ତି , ତାହେଲେ ଆଜି ଆମର ଏହି ପେଜ ମାଧ୍ୟମ ରେ ଜାଣିବା ଯେ ସୋମାଲିନ ଓ ନିଶୀଥ କଣ ଭଲ ପାଇ ବିବାହ କରିଛନ୍ତି ନା ଆରେଞ୍ଜ ମ୍ୟାରେଜ କରିଛନ୍ତି ଓ ସୋମାଲିନ ଙ୍କ ସ୍ଵାମୀ ନିଶୀଥ କଣ କରୁଛନ୍ତି , ତାହେଲେ ଆସନ୍ତୁ ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋମାଲିନ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ , ତେବେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳି ନଥିଲେ ମଧ୍ୟ ସେ ଲୋକ ପ୍ରିୟ ଅଭିନେତ୍ରୀ ଭାବେ ପରିଚିତ । ସୋମାଲିନ ହେଉଛନ୍ତି ଏମିତି ଜେନ ଅଭିନେତ୍ରୀ ଯିଏ କି ବହୁତ କମ ଦିନ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରି ଘରେ ଘରେ ପରିଚିତ ହୋଇଥିଲେ ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ବିବାହ ଘର ସରିଯାଇଛି ଓ ସେ ନିଶୀଥ ଙ୍କୁ ବିବାହ କରିଛନ୍ତି , ତେବେ ଉଭୟ ଙ୍କ ବିବାହ ଘର ବହୁ ଫଟୋ ଓ ଭିଡିଓ ଆପଣ ମାନେ ନିଶ୍ଚୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଥିବ । ତାହେଲେ ବର୍ତ୍ତମାନ ସମୟ ରେ ବହୁ ଦର୍ଶକ ବନ୍ଧୁ ଅଛନ୍ତି ଯେଉଁ ମାନେ ଭାବୁଛନ୍ତି ସୋମାଲିନ ଓ ନିଶୀଥ ଉଭୟ ପରସ୍ପର କୁ ଭଲ ପାଇ ବିବାହ କରିଛନ୍ତି ।

କିନ୍ତୁ ବନ୍ଧୁଗଣ ସତ କଥା ହେଲା ଯେ ଉଭୟ ଙ୍କ ଆରେଞ୍ଜ ମ୍ୟାରେଜ । ତେବେ ସୋମାଲିନ ଙ୍କ ସ୍ଵାମୀ ନିଶୀଥ କୋଲକାତା ରେ ଏକ ଆଇଟି କମ୍ପାନୀ ରେ ସଫ୍ଟୱାର ଭାବେ କାର୍ଯ୍ୟ କରୁଛନ୍ତି କିନ୍ତୁ ବର୍ତ୍ତମାନ ସମୟ ରେ ସେ ବିବାହ ପାଇଁ ଓଡିଶା ରେ ତାଙ୍କ ବାପା ମା ଙ୍କ ପାଖ ରେ ଅଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *