Breaking News

ବିବାହ ପରେ ପ୍ରଥମ ଥର ଶାଶୁଘରେ ରୋଷେଇ କଲେ ସୋମାଲିନ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ ଅଭିନେତ୍ରୀ ବିବାହ ବନ୍ଧନ ରେ ଆବଦ୍ଧ ହେବା ପରେ ଶାଶୁଘରେ ବେସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡା ।

ତାହେଲେ ବନ୍ଧୁଗଣ ସୋମାଲିନ ପରିଡା ଯିଏ କି ଅତି ନିକଟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି , ହଁ ବନ୍ଧୁ ସେ ନିଶୀଥ ଙ୍କୁ ବିବାହ କରିଛନ୍ତି । ତାହେଲେ ଆପଣ ମାନେ ମିଶିଥ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , କାରଣ ଏହି ସୋମାଲିନ ଓ ନିଶୀଥ ବିବାହ ବନ୍ଧନ ରେ ବାନ୍ଧି ହେବା ପୂର୍ବ ରୁ ସୋସିଆଲ ମିଡିଆ ରେ ରେ ଉଭୟ ଏକାଠି ହୋଇ ନଜର ଆସୁଥିଲେ ଓ ବହୁ ସାରା ମଜା ମସ୍ତି କରୁଥିଲେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋମାଲିନ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଏମିତି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଯିଏ କି ବହୁ କମ ଦିନ ର ଅଭିନୟ ରେ ବେସ ଲୋକ ପ୍ରିୟ ହୋଇପାରିଥିଲେ । ତେବେ ବର୍ତ୍ତମାନ ସମୟ ରେ ସୋମାଲିନ ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି । ସୋମାଲିନ ବିବାହ ପରେ ମଧ୍ୟ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ କିଛି ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଓ ଏହି ଭିଡିଓ ରେ ସୋମାଲିନ ନିଜ ସ୍ଵାମୀ ଓ ସାସୁ ଙ୍କ ସହିତ ମଜା ମସ୍ତି କରୁବା ସହିତ କୁକୁର କୁ ଗେହ୍ଲ କରୁଥିବାର ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *