Breaking News

କୁଆଁରୀ ବୋହୂର ଶ୍ରଦ୍ଧା (Priyanka Rath) ସବ୍ୟଙ୍କ ଶୋ ରେ କା-ନ୍ଦି-ବା-ର କାରଣ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଦୀର୍ଘ ଦୁଇ ବର୍ଷ ରେ କରୋନା ସମୟ ରେ ବହୁ ଲୋକ ହଇରାଣ ହୋଇଛନ୍ତି ,  ଏହି ଦୁଇ ବର୍ଷ ମଧ୍ୟ ରେ ଏମିତି କିଛି ନଜର ସାମ୍ନା କୁ ଆସି ଥିଲା ଜାହା ଅତିକଷ୍ଟଦାୟକ ଥିଲା ଓ ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ଏହି ସମୟ ରେ ବହୁ ଲୋକ ନିଜ ଜୀବନ ଜୀବିକା ହରାଇ ବହୁତ ଅସୁବିଧା ରେ ଥିଲେ । ତେବେ ଏହି ସମୟ ରେ କିଛି ଅଭିନେତା ଓ ପ୍ରତିଷ୍ଠିତ ବ୍ୟକ୍ତି ମାନେ ଗରିବ ଲୋକ ଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ।


ଆପଣ ମାନେ ସମସ୍ତେ ସବ୍ୟସଚି ଙ୍କୁ ଜାଣିଥିବେ , ତେବେ ଏହି ଅଭିନେତା ଜଣକ ରିଲ ହିରୋ ଭାବ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପରିଚିତ ଥିଲେ କିନ୍ତୁ କରୋନା ସମୟ ରେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି ରିଅଲ ହିରୋ ହେବା ସହିତ ଓଡିଶା ର ସୁନା ପୁଅ ହୋଇଥିଲେ ,  କରୋନା ସମୟ ରେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ତରଂଗ ଟିଭି ରେ ଏକ ରିଆଲିଟି ସୋ ରେ ଜଜ୍ ଭାବେ ନଜର ଆସିଛନ୍ତି ।


ତାହେଲେ ଏହି ସୋ ର ମୂଲ କାରଣ ହେଉଛି କରୋନା ସମୟ ରେ ରେ ଯେଉଁ ମାନେ ବହୁ ଅ-ସୁ-ବି-ଧା ର ସମ୍ମୁଖୀନ ହେଇଥିଲେ ଓ ନିଜ ଲୋକ ଙ୍କୁ ହରାଇ , ଅନେକ ଦୁଃ-ଖ କ-ଷ୍ଟ ରେ ରହିଥିବା ବ୍ୟକ୍ତି ଙ୍କ ପାଇଁ । ଏହି ରିଆଳିଟ ସୋ ରେ ଲୋକ ପ୍ରିୟ ଅଭିନେତ୍ରୀ ତାରିଣୀ , ଶ୍ରଦ୍ଧା ଙ୍କ ଭଳି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଉପସ୍ଥିତ ଥିଲେ , ତେବେ ଏହି ସୋ ରେ ତାରିଣୀ ନିଜ କରୋନା ସମୟ ରେ ଘଟି ଯାଇଥିବା ଘଟନା ବା କରୋନା ସମୟ ଅନୁଭୂତି କୁ ପରି ପ୍ରକାଶ କହିଥିଲେ ଯେ ତାଙ୍କ ବାପା କରୋନା ରେ ସଂ-କ୍ର-ମି-ତ ହୋଇଥିଲେ ଓ ଯାହା ଫଳରେ ସେ ମେଡିକାଲ ରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଘର୍ କୁ ଫେରିଥିଲେ ।

ତେବେ ତାରିଣୀ ନିଜ ବାପା ଙ୍କ ବିଷୟ ରେ କହୁଥିବା ସମୟ ରେ କୁଆଁରୀ ବୋହୁ ର ଶ୍ରଦ୍ଧା କା-ନ୍ଦି ପକାଇଥିଲେ କାରଣ କରୋନା ସମୟ ରେ ତାଙ୍କ ବାପା ଙ୍କ ଦେହ ଗୁରୁତର ହେବା ରୁ ମେଡିକାଲ ନେଉଥିବା ସମୟ ରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା ଓ ଏହି କଥା ମନେ ପକାଇ ସେ ସେହି ରିଆଲିଟ୍ ସୋ ରେ କା-ନ୍ଦି ପକାଇଲେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *