Breaking News

ସ୍ଵାମୀଙ୍କ ସହ ରୋ-ମା-ଣ୍ଟି-କ ମୁଡରେ ଓଡିଆ ହିରୋଇନ ସୋମାଲିନଙ୍କ (Somalin Parida) ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଅତି ନିକଟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ସୋମାଲିନ । ଆପଣ ମାନେ ସୋମାଲିନ ଙ୍କ ବିବାହ ଘର ଭିଡିଓ ନିଶ୍ଚୟ ଦେଖିଥିବେ ସୋସିଆଲ ମିଡିଆ ରେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋମାଲିନ ନିଶୀଥ ଙ୍କୁ ବିବାହ କରିଛନ୍ତି , ତେବେ ବର୍ତ୍ତମାନ ସମୟ ରେ ନିଶୀଥ ଏବଂ ସୋମାଲିନ ବେସ ଖୁସି ରେ ଅଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ବିବାହ ପୂର୍ବ ରୁ ନିଜ ସ୍ଵାମୀ ନିଶୀଥ ଙ୍କ ସହିତ ସୋସିଆଲ ମିଡିଆ ରେ ଏକାଠି ନଜର ଆସୁଥିଲେ ଓ ବହୁସରା ମଜା ମସ୍ତି କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଅତି ନିକଟ ରେ ଉଭୟ ଙ୍କ ବିବାହ ସରିଯାଇଛି ଓ ବିବାହ ଘର ଟି ବେସ ଧୁମଧାମ ରେ ହୋଇଥିଲା ।


ଏହି ବିବାହ ଘରେ ବହୁ ଲୋକ ଆସିଥିଲେ , ତେବେ ସୋମାଲିନ ଙ୍କ ଭଉଣୀ ଜାଙ୍କଲିନ ମଧ୍ୟ ନିଜ ସ୍ଵାମୀ ଙ୍କ ସହିତ ଓଡିଶା ଫେରିଥିଲେ ସୋମାଲିନ ଙ୍କ ବିବାହ ପାଇଁ । ତେବେ ବର୍ତ୍ତମାନ ସମୟ ରେ ସୋମାଲିନ ନିଜ ଶାଶୁଘରେ ରେ ଅଛନ୍ତି , ସୋମାଲିନ ଙ୍କ ଶାଶୁଘର ହେଉଛି ଯାଜପୁର ।

ତେବେ ବିବାହ ପରେ ସୋମାଲିନ ନିଜ ସ୍ଵାମୀ ଓ ସାସୁ ଙ୍କ ସହିତ ବହୁତ ସାରା ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି । ତେବେ ସୋମାଲିନ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଏହି ମଜା ମସ୍ତି କରୁଥିବାର ଭିଡିଓ ପୋଷ୍ଟ କରିଛନ୍ତି ଓ ଏହି ଭିଡିଓ ରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ସୋମାଲିନ ଶାଶୁଘରେ ବେସ ଖୁସି ରେ ଅଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *