Breaking News

ଅଭିନେତ୍ରୀ ସୋମାଲିନ (Somalin Parida) ଙ୍କୁ ତାଙ୍କୁ ଶାଶୂ ଘରେ ଥିବା କୁକୁର କେମିତି ସ୍ଵାଗତ କରିଲା ଦେଖିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ପ୍ରାୟତ ଅଧିକ ଆକ୍ଟିଭ ରୁହନ୍ତି ଓ କିଛି ନା କିଛି କାରଣ ରୁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରୁହନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ଠିକ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ଭିଡିଓ ବହୁ ପରିମାଣ ରେ ହେବା ରେ ଲାଗିଛି ଓ ଏହି ଅଭିନେତ୍ରୀ ଜଣକ ହେଉହହାନ୍ତି ସୋମାଲିନ ପରିଡା । ତାହେଲେ ଆସନ୍ତୁ ଜାଣିବା ସୋମାଲିନ କେଉଁ ଭିଡିଓ ପାଇଁ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେସ ପରିଚିତ । ସୋମାଲିନ ଏକ ରିଆଲିଟି ସୋ ରେ ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି କିଛି ଦିନ ପାଇଁ ଅଭିନୟ କରିଥିଲେ , ତେବେ ଏହି କମ ଦିନ ରେ ଜବରଦସ୍ତ ଅଭିନୟ ରେ ସେ ଘରେ ଘରେ ପରିଚିତ ହୋଇଥିଲେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅତି ନିକଟ ରେ ସରିଯାଇଛି ସୋମାଲିନ ଙ୍କ ବିବାହ ଘର , ତେବେ ନିଶୀଥ ଙ୍କୁ ବିବାହ କରିଛନ୍ତି । ତେବେ ଉଭୟ ଙ୍କ ବିବାହ ଘର ବେସ ଧୁମଧାମ ରେ ହୋଇଥିଲା । ସୋମାଲିନ ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି । ତେବେ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ସୋମାଳିନୀ ଏକ କୁକୁର କୁ ଗେହ୍ଲ କରୁଥିବା ର ଦେଖିବାକୁ ମିଳିଛି ଓ ସେ ସେହି କୁକୁର ସହିତ ବହୁ ସାରା ମଜାମସ୍ତି କରୁଥିବା ର ଦେଖିବାକୁ ମଧ୍ୟ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *