Breaking News

ସୋମାଲିନଙ୍କ (Somalin) ପରେ ଏବେ ବୋହୂ ବେଶରେ ନଜର ଆସିଲେ ଅସୀମା (Aseema Panda) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ସୋମାଲିନ ଙ୍କ ବଧୁ ବେ ପରେ ଆଉ ଜଣେ ଲୋକ ପ୍ରିୟ ଗାୟିକା ବଧୁ ବେଶ ବେସ ଚର୍ଚ୍ଚା ରେ ଅଛନ୍ତି । ତାହେଲେ ଆସନ୍ତୁ ଏହି ଗାୟିକା ଜଣକ କିଏ ଜାଣିବା ଓ ଏହି ବଧୁ ବେସ ରେ ସଜେଇ ହୋଇଥିବା ର ସତ୍ୟାସତ୍ୟ କୁ ଜାଣିବା ଓ ସେଥିପାଇଁ ଆପଣ ମାନେ ଆମର ଏହି କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।


ତାହେଲେ ବନ୍ଧୁଗଣ ଏହି ଗାୟିକା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଗାୟିକା ଓ ଘରେ ଘରେ ପରିଚିତ ଥିବା ଅସୀମା ପଣ୍ଡା , ତାହେଲେ ଆପଣ ମାନେ ଏହି ଗାୟିକା ଙ୍କ କଣ୍ଠ ରୁ ବହୁଗୁଡିଏ ଭଜନ ଓ ଚଳଚିତ୍ର ରେ ଗୀତ ଗାଇଥିବା ର ଶୁଣିବାକୁ ପାଇଥିବେ , ତେବେ ଖାଲି ଭଜନ ଓ ଚଳଚିତ୍ର ରେ ନୁହେଁ ସେ ବହୁ ଆଲବମ ମଧ୍ୟ ରେ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ନିଜ ସୁ ମଧୁର କଣ୍ଠ ପାଇଁ ସେ ଓଡିଶା ର ଘରେ ଘରେ ପରିଚିତ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଗାୟିକା ଜଣକ ନିଜ ପ୍ରଶଂସକ ପାଇଁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରୁହନ୍ତି ଓ ନିଜ ଫଟୋ ଭିଡିଓ କୁ ପୋଷ୍ଟ କରି ବେସ ଚର୍ଚ୍ଚା ରେ ଥାନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ସେ ତାଙ୍କ ସୋସିଆଲ ମିଡିଆ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଓ ଏହି ଭିଡିଓ ରେ ଅସୀମା ପଣ୍ଡା ବଧୁ ବେସ ରେ ବହୁତ ଭଲ ଭାବ ରେ ସଜେଇ ହୋଇଛନ୍ତି , ତେବେ ଅସୀମା ପଣ୍ଡା ବଧୁ ବେସ ରେ ସଜେଇ ହେବା ର ସତ୍ୟାସତ୍ୟ ଏ ପର୍ଯ୍ୟନ୍ତ ଜଣା ପଡି ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.