ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ କମ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେବା ପୂର୍ବ ରିଆଲିଟି ସୋ ରେ ବିଜେତା ହେବା ପରେ ଓଡିଆ ଅଭିଆନୀ ଜଗତ ପାଦ ଦେଇଛନ୍ତି ।
ତାହେଲେ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ରିଆଲିଟି ସୋ ବିଜେତା ହେବା ଅଭିନୟ ଦୁନିଆ ରେ ପାଦ ଦେଇଥିଲେ ଓ ଏହି ଅଭିନେତ୍ରୀ ଜଣକ ବହୁତ କମ ଦିନ ର ଅଭିନୟ ରେ ଘରେ ପରିଚିତ ହେବା ସହିତ ଲୋକ ପରିଚିତ ହୋଇଥିଲେ । ତେବେ ଏହି ଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ସୋମାଲିନ ପରିଡା ଯିଏ ରିଆଲଟି ସୋ ରେ ବିଜେତା ହେବା ପରେ ଅଭିନୟ ଦୁନିଆ ରେ ପାଦ ଦେଇଥିଲେ ଓ ବହୁ କମ ଦିନ ଅଭିନୟ କରି ସେ ଅଭିନୟ ଜଗତ ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଥିଲେ ।
ବନ୍ଧୁଗଣ ସେ ଅଭିନୟ ଜଗତ ରୁ ଦୂରେଇ ଯାଇଥିଲେ ମଧ୍ୟ ସେ ନିଜ ପ୍ରଶଂସକ ମାନ ଙ୍କ ପାଇଁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ , ତେବେ ବନ୍ଧୁଗଣ ସୋମାଲିନ ଙ୍କ ଅତି ନିକଟ ରେ ବିବାହ ଘର ସରିଯାଇଛି ଓ ଆପଣ ମାନେ ମଧ୍ୟ ତାଙ୍କ ବିବାହ ଘର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆ ରେ ଦେଖିଥିବେ ।
ଆପଣ ମାନେ ଜାଣିଥିବେ ସୋମାଲିନ ତାଙ୍କ ସ୍ଵାମୀ ନିଶୀଥ ଙ୍କ ସହିତ ବିବାହ ପୂର୍ବ ରୁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ । ତେବେ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର ବିବାହ ସରିଯାଇଛି ଓ ସୋମାଲିନ ନିଜ ଶାଶୁଘରେ ବେସ ହସ ଖୁସି ରେ ଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସୋମାଲିନ ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଓ ଏହି ଭିଡିଓ ରେ ସୋମାଲିନ ନିଜ ଶାଶୁଘରେ ମେକପ ନେଉଥିବାର ଦେଖିବାକୁ ମିଳିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ