Breaking News

ଦେଖନ୍ତୁ ବାହାଘର ପରେ କେମିତି ସ୍ଵାମୀ ଓ ଦିଅରଙ୍କ ସହ ମଜା ମସ୍ତି କରୁଛନ୍ତି ସୋମାଲିନ (Somalin Parida) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତେବେ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ସେହି ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ରେ ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁତ କମ ଦିନ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଥିଲେ ଓ ପରବର୍ତ୍ତୀ ସମୟ ରେ ସଂପୂର୍ଣ୍ଣ ଭାବେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଥିଲେ ଓ ତେବେ ସେହି ଅଭିନେତ୍ରୀ ଜଙ୍କ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋମାଲିନ ପରିଡା ଙ୍କୁ , ତେବେ ଅତି ନିକଟ ରେ ତାଙ୍କ ବିବାହ ଘର ସରିଯାଇଛି । ତାହେଲେ ଆଜି ଆମର ଏହି ପେଜ ରେ ଆମେ ଜାଣିବା ଯେ ସୋମାଲିନ ବିବାହ ପରେ ନିଜ ଶାଶୁଘରେ କେମିତି ଅଛନ୍ତି । ତାହେଲେ ଆସନ୍ତୁ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋମାଲିନ ହେଉଛନ୍ତି ଏମିତି ଜଣେ ଅଭିନେତ୍ରୀ ଯିଏ କି ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।  ଏକ ଧାରାବାହିକ ରେ ସେ ନଜର ଆସିଥିଲେ ଇ ଏହି ଧାରାବାହିକ ର ନାମ ଥିଲା ମୋ ଜେଜେମା ଯାହା କି ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିଲା । ତେବେ ଏହି ଧାରାବାହିକ ରୁ ସେ ସଂପୂର୍ଣ୍ଣ ଭାବେ ଅଲଗା ହେବା ପରେ ଅଭିନୟ ଜଗତ ରୁ ମଧ୍ୟ ଦୂରେଇ ଗଲେ ।


ତେବେ ନିଜ ପ୍ରଶଂସକ ପାଇଁ ସୋସିଆଲ ମିଡିଆ ରେ ବେସ କଟିଭ ରହୁଥିଲେ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋମାଲିନ ପରିଡା ତାଙ୍କ ବିବାହ ପୂର୍ବ ରୁ ସ୍ଵାମୀ ଙ୍କ ସହିତ ବହୁସାରା ମଜାମସ୍ତି କରିବା ସହିତ ବହୁ ସ୍ଥାନ ବୁଲୁଥିବାର ନଜର ଆସିଥିଲେ । ତେବେ ବର୍ତ୍ତମାନ ସମୟ ରେ ଉବାହୀ ଙ୍କ ବିବାହ ସରିଯାଇଛି ଓ ସୋମାଲିନ ତାଙ୍କ ଶାଶୁଘରେ ନିଜ ଦିଅର ଓ ସ୍ଵାମୀ ଙ୍କ ସହିତ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି ଓ ଆପଣ ମାନେ ମଧ୍ୟ ଆମର ଏହି ପେଜ ରେ ସେହି ଦୃଶ୍ୟ ଦେଖିବାକୁ ପାଇବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.