Breaking News

ଏୟାର ଲିଫ୍ଟ ରେ ଚେନ୍ନାଇ ଯାଇ ଇକମୋ ରେ ଚିକିତ୍ସିତ ହେଉଥିବା ଅମ୍ରିତ୍ (Amrit Pradhan) ଆଉ ଏଇ ଦୁନିଆ ରେ ନାହାଁନ୍ତି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଅବର୍ତ୍ତମାନ ସମୟ ର ବଡ ଖବର ଯେ ଗତ କିଛି ମାସ ତଳେ କରୋନା ରେ ସଂ-କ୍ର-ମି-ତ ହୋଇ ଚିକିତ୍ସିତ ହେଉଥିବା ବ୍ରହ୍ମପୁର ଇଞ୍ଜିନିୟର ଅମ୍ରିତ ପ୍ରଧାନ ମୃ-ତ୍ୟୁ ବରଣ କରିଛନ୍ତି , ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ ଯେ ମଙ୍ଗଲ ବାର ଦିନ ରାତି 10 ଟାରେ ତାଙ୍କର ଦେ-ହା-ନ୍ତ ହୋଇଛି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତକିଛି ଦିନ ତଳେ ଅମ୍ରିତ ଙ୍କ ଫୁ-ସ-ଫୁ-ସ ପ୍ରତିରୋପଣ ହୋଇଥିଲା , ତେବେ ବର୍ତ୍ତମାନ ସମୟ ରେ ଚିକିତ୍ସାଧୀନ ଅବସ୍ଥା ରେ ଅମ୍ରିତ ମୃ-ତ୍ୟୁ ବରଣ କରିଛନ୍ତି ।


ବନ୍ଧୁଗଣ ଦୀର୍ଘ 5 ମାସ ହେଲା ଅମ୍ରିତ ଇକମୋ ରେ ଚିକିତ୍ସିତ ହେଉଥିଲେ । ତେବେ କରୋନା ର ଦ୍ଵିତୀୟ ଲହର ଅମ୍ରିତ ଏବଂ ତାଙ୍କ ବାପା , ମା କରୋନା ରେ ସଂ-କ୍ର-ମି-ତ ହୋଇଥିଲେ । ତାହେଲେ ଅମ୍ରିତ କରୋନା ରେ ସଂ-କ୍ର-ମି-ତ ହେବା ପରେ ତାଙ୍କ ଫୁ-ସ-ଫୁ-ସ ବହୁ ପରିମାଣ ରେ କ୍ଷ-ତି ଗ୍ରସ୍ତ ହୋଇଥିଲା ଓ ସେ ଗୁରୁତର ହୋଇଯାଇଥିଲେ । ସେଥିପାଇଁ ଅମ୍ରିତ ଙ୍କୁ ଭୁବନେଶ୍ବର ରୁ ଏୟାର ଆମ୍ବୁଲାନ୍ସ ମାଧ୍ୟମ ରେ ଚେନ୍ନାଇ ନିଆଯାଇଥିଲା ।

ତେବେ ସେଠାରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଚିକିତ୍ସା ହେଉଥିଲେ , ତେବେ ଗତ କିଛି ତଳେ ଅମ୍ରିତ ଙ୍କ ଫୁ-ସ-ଫୁ-ସ ପ୍ରତିରୋପଣ ହୋଇଥିଲା ଓ ଏହି ପ୍ରତିରୋପଣ କରିବା 19 ଘଣ୍ଟା ଲାଗିଥିଲା । ତାହେଲେ ଅମ୍ରିତ ଙ୍କ ପିଛା ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ବର୍ତ୍ତମାନ ସମୟ ରେ ଅମ୍ରିତ ଆଉ ଏଇ ଦୁନିଆ ରେ ନାହାଁନ୍ତି ଓ ଏହି ଖବର ଟି ଅମ୍ରିତ ଙ୍କ ଭଉଣୀ ସୂଚନା ଦେଇଛନ୍ତି । ତାହେଲେ ବନ୍ଧୁଗଣ ମୃ-ତୁ ହେଉଛି ଏମିତି ଏକ ଜିନିଷ ଯାହାକୁ କେହି ବି ରୋକୀ ପାରିବେ ନହିଁ ଓ ଟଙ୍କା ଦ୍ଵାରା ସବୁ ଅସମ୍ଭବ କୁ ସମ୍ଭବ କରୁଥିଲେ ମଧ୍ୟ ମୃ-ତ୍ୟୁ କୁ କେହି ବି ଅଟକାଇ ପାରିବେ ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *