Breaking News

ଏକ ଦୁଃ-ଖ-ଦ ପ୍ରେ-ମ କାହାଣୀ, ତୁମେ ମୋତେ ଛାଡ଼ି ଏକା ଏକା ଯାଇ ପାରିବ ନାହିଁ କାହ୍ନା, ଟିକିଏ ଅପେକ୍ଷା କର ମୁଁ….

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ପ୍ରେମ କାହାଣୀ ବିଷୟ ରେ କହିବାକୁ ଯାଉଛୁ ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ମାନେ ଜାଣିଥିବେ ପ୍ରେ-ମ ରେ ପଡିଥିବା ବ୍ୟକ୍ତି ନିଜ ପ୍ରେ-ମ ପାଇଁ ଅନେକ କିଛି କରିବା ପାଇଁ ପ୍ରସ୍ତୁତ ଅଛନ୍ତି , ଏମିତି ନିଜ ଜୀ-ବ-ନ କୁ ମଧ୍ୟ ଦେଇଥାନ୍ତି ।

ତାହେଲେ ଆଜି ସେହିଭଳି ଏକ ବିଷୟ ରେ ଜଣାଇବୁ ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଜଣେ ପ୍ରେ-ମି-କା ନିଜ ପ୍ରେମିକ କୁ ନପାଇବା ପାଇଁ ଆ-ତ୍ମ-ହ- ତ୍ୟ କରିଛି , ସବୁଠୁ ବଡ କଥା ହେଲା ଯେ ଆ-ତ୍ମ-ହ-ତ୍ୟ କରିବା ପୂର୍ବ ରୁ ଯୁ-ବ-ତୀ ଜଣକ ଏକ କାଗଜ ରେ କିଛି ଲେଖି ଯାଇଥିଲେ ଓ ସେହି ଲେଖା ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି ତାହେଲେ ଆସନ୍ତୁ ଜାଣିବା କଣ ଲେଖା ହୋଇଛି ।

ତାହେଲେ ବନ୍ଧୁଗଣ ଏହି କାଗଜ ରେ ଯୁ-ବ-ତୀ ଜଣକ ନିଜ ପ୍ରେ-ମି- କ ପାଇଁ ଉଲ୍ଲେଖ କରି କହିଛନ୍ତି ଯେ ମୁଁ ଜାଣି ପାରୁନି ତୁମ ବିନା ମୁଁ ଏକୁଟିଆ କେମିତି ବଞ୍ଚିଛି । ଆଉ ମୁଁ ପା-ରୁ- ନାହିଁ ଧନ (କାହ୍ନା ) , ମୁଁ ପା-ରୁ- ନାହିଁ , ମୁଁ ତୁମ ବିନା ବ-ଞ୍ଚି ପାରିବି ନହିଁ । ତ-ମ ବିନା ମୋ ଜୀ-ବ- ନ ଅ-ଧୁ-ରା , ନା ଭଲ ରେ ଖାଇ ପାରୁଛି ନା ସୋଇ ପାରୁଛି , ।

ମୋତେ ଖାଲି ଚାରିଆଡେ ଅନ୍ଧାର ଦିସୁଛି ଓ ଏହି ଅନ୍ଧାର ରେ ତୁମେ ଦେଖା ଯାଉଛ , ତମଛଡା ମୋର ଦୁଃ-ଖ ଶୁଣିବାକୁ ଆଉ କେହି ନାହାଁନ୍ତି , ମୋତେ ଧନ ଧନ କହି କିଏ ଆଉ ବୁଝାଇବ , କିଏ ମୋର ସମସ୍ତ ଅ-ଝ-ଟ କୁ ସହିବ, ତମେ ମୋର ନିଜର ଥିଲ ଆଉ ସମସ୍ତେ ସ୍ଵା-ର୍ଥ-ପ- ର , ଯଦି ଆଜି ତମେ ମୋ ପାଖ ରେ ନାହଁ ତାହେଲେ ମୁଁ ତମ ପାଖ କୁ ଖୁବ ଶୀଘ୍ର ଯାଉଛି , ତମେ ଯେଉଁ ଗୋଲାପି ସାର୍ଟ ପିନ୍ଧି ଯାଇଥିଲ ଆଜି ମୁଁ ସେହି ଗୋଲାପି ସାର୍ଟ ପିନ୍ଧି ତୁମ ପାଖ କୁ ଯାଉଛି କାହ୍ନା ।

ତାହେଲେ ବନ୍ଧୁଗଣ ଏହା ବାସ୍ତବ ଜୀବନ ରେ ଘଟିଛି ,  ଏହା କେନ୍ଦୁଝର ଜିଲ୍ଲା ରେ ଘଟିଛି ।  ଜଣେ ପୁଅ ଓ ଝିଅ ଉଭୟ ପରସ୍ପର କୁ ଭ-ଲ ପାଉଥିଲେ , ତେବେ ସେହି ଯୁବକ ଜଣକ ଆ-ତ୍ମ-ହ- ତ୍ୟ କରିଦେବା ରୁ ପ୍ରେମିକା ତାକୁ ଝୁରି ଝୁରି ଆ-ତ୍ମ-ହ-ତ୍ୟ କରିଥିଲା ।  ସବୁଠାରୁ ବଡ କଥା ହେଲା ଯେ ଯୁବକ ଜଣକ ଯେଉଁ ସାର୍ଟ ଟି ଦେଇଥିଲେ ସେହି ସାର୍ଟ ଟି କୁ ଯୁବତୀ ଜଣକ ପିନ୍ଧି ଆ-ତ୍ମ-ହ- ତ୍ୟ କରିଛନ୍ତି । ତେବେ ଆ-ତ୍ମ-ହ- ତ୍ୟ ପାଇଁ କେହି ବି ଦାୟୀ ନୁହଁନ୍ତି ନିଜ ଇଚ୍ଛନୁଯାୟୀ ସେ ଆ-ତ୍ମ-ହ-ତ୍ୟ କରିଛନ୍ତି ସେ ଏହା ଲେଖିବା ସହିତ ଆହୁରି ଲେଖିଛନ୍ତି ମୋ କାହ୍ନା ଯେଉଁଠି ମୁଁ ସେଇଠି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *