Breaking News

ବାହା ହେବେ ବୋଲି କହି ଠ-କି ଦେଲେ ଡାକ୍ତର, ନବ ବଧୂ ବେଶରେ ଧାରଣା ଦେଲେ କ-ନ୍ୟା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସିଛି ଜଣେ ଡାକ୍ତର ଙ୍କୁ ନେଇ ,  ବ୍ରହ୍ମପୁର ର ଜଣେ ଡାକ୍ତର ଜଣେ ଯୁବତୀ ଙ୍କୁ ଭଲ ପାଇ ଶା-ରୀ-ରି- କ ସମ୍ପର୍କ ରାଖୀ ଧୋ-କା ଦେଇଛନ୍ତି । ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଯୁବତୀ ଙ୍କୁ ଗ-ର୍ଭ-ବ- ତୀ କରାଇ ଗ-ର୍ଭ-ପା- ତ କରାଇଛି ଓ ବର୍ତ୍ତମାନ ସମୟ ରେ ବିବାହ କରିବାକୁ ରାଜି ହେଉ ନାହାଁନ୍ତି ।  ଏମିତି ଜଣେ ଯୁବତୀ ଅ-ଭି-ଯୋ-ଗ ଆଣିବା ସହ ନିଜ ଶଶୁର ଘର ସାମ୍ନା ରେ ବୋହୁ ବେସ ରେ ଧାରଣା ଦେଇଛି ।

ତାହେଲେ ବନ୍ଧୁଗଣ ଯାହା ସୂଚନା ମିଳିଛି ଯେ ପ୍ରେମ କରିବା ପରେ ସେମିନାର ବାହାନ ରେ ତାଙ୍କ ସହିତ ଶା-ରୀ-ରି- କ ସମ୍ପର୍କ ରଖିଛନ୍ତି । ତେବେ କୋର୍ଟ ମ୍ୟାରେଜ କରିବା ର 7 ମାସ ପର୍ଯ୍ୟନ୍ତ ଏକାଠି ହୋଇ ରହିଥିଲେ , ତେବେ ଆମ ପରମ୍ପରା ଅନୁଯାୟୀ ଆଜି ବିବାହ କରିବା ପାଇ ତାରିଖ ହୋଇଥିଲା , ତେବେ ଯୁବତୀ ଜଣକ ବୋହୁ ବେସ ରେ ଆସି ଶଙ୍ଖ ମୃଦୁଙ୍ଗ ବଜାଇ ପହଞ୍ଚିଥିଲା ଓ ଏହି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ବ୍ରହ୍ମପୁର ସହର ର ନୂଆ ବସଷ୍ଟାଣ୍ଡ ନିକଟ ବ୍ରହ୍ମାଲଗା ଲାଇନ ରେ ।


ତେବେ ଅନ୍ୟ ପଟେ ପ୍ରେ-ମି-କ ଡାକ୍ତର ଙ୍କ ପରିବାର ଜଣକ ଯୁବତୀ ଙ୍କୁ ଗ୍ରହଣ କରି ନଥିଲେ କି କବାଟ ମଧ୍ୟ ଖୋଲି ନଥିଲେ । ତେବେ ଏପଟେ ପୋଲିସ ଯାଇ ଯୁବତୀ ଙ୍କୁ ବୁଜାସୁଝା କରିଥିଲେ ମଧ୍ୟ ପୋଲିସ ଙ୍କ ଉପରେ ମହିଳା ଙ୍କ ବିଶ୍ବାସ ନହିଁ ବୋଲି କହିଥିଲେ । ହଁ ବନ୍ଧୁ ସେହି ଦୃଶ୍ୟ ଟି ଆପଣ ମାନେ ବର୍ତ୍ତମାନ ସମୟ ରେ ଆମର ଏହି ପେଜ ରେ ଦେଖିବାକୁ ପାଉଥିବେ , ମହିଳା ଙ୍କ ଏହି ଉଚିତ ପଦକ୍ଷେପ କୁ ସମସ୍ତେ ବେସ ପ୍ରଶଂସା କରୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *