Breaking News

ଅଭିନେତ୍ରୀ ସୋମାଲିନ (Somalin Parida) ଶାଶୂଘରକୁ ଯିବା ପରେ ତାଙ୍କ ଭାଇଙ୍କୁ ଭିଡିଓ କଲ କରି ଶାଶୂଘର ଦେଖାଇଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡା , ଯିଏ କି ରିଆଲିଟି ସୋ ରେ ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ କିଛି ଦିନ ପାଇଁ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଥିଲେ ।  ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ବେସ ଲୋକ ପ୍ରିୟ ହେବା ସହିତ ଘରେ ଘରେ ପରିଚିତ ହୋଇଥିଲେ । ତେବେ ବନ୍ଧୁଗଣ ପରବର୍ତ୍ତୀ ସମୟ ରେ ଏହି ଅଭିନେତ୍ରୀ ଜଣକ କିଛି ନା କିଛି କାରଣ ରୁ ଓଡିଆ ଇଣ୍ଡଷ୍ଟ୍ରି ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଥିଲେ ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଥିଲେ ମଧ୍ୟ ନିଜ ପ୍ରଶଂସକ ପାଇଁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସୋମାଲିନ ଓ ଜାଙ୍କଲିନ ବିବାହ ନ୍ କରିଥିବା ସମୟ ରେ ଉଭୟ ଦୁଇ ଭଉଣୀ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ । ତେବେ ପରବର୍ତ୍ତୀ ସମୟ ରେ ଅଭିନେତ୍ରୀ ଜାଙ୍କଲିନ ଅଭିନେତା ଅରବିନ୍ଦ ଙ୍କୁ ଭଲ ପାଇ ବିବାହ କରିବା ପରେ ଅରବିନ୍ଦ ଓ ଜାଙ୍କଲିନ ଓଡିଶା ଛାଡି ଦିଲ୍ଲୀ ପଳାଇ ଗଲେ ଓ ସୋମାଲିନ ସଂପୂର୍ଣ୍ଣ ଭାବେ ଏକଲା ହୋଇଯାଇଥିଲେ ।


ତାହେଲେ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ମଧ୍ୟ ବିବାହ ଘର ସରିଯାଇଛି ନିଶୀଥ ଙ୍କ ସହିତ , ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ସୋମାଲିନ ନିଜ ସ୍ଵାମୀ ଙ୍କ ସହିତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ ଓ ବର୍ତ୍ତମାନ ସମୟ ରେ ଉଭୟ ସାତ ଜନମ ର ସାଥି ହୋଇଛନ୍ତି  ।

ତେବେ ବନ୍ଧୁଗଣ ଗତ ଦୁଇ ତଳେ ତାଙ୍କ ବିବାହ ଘର ସରିଯାଇଛି ଓ ସୋମାଲିନ ବର୍ତ୍ତମାନ ସମୟ ରେ ନିଜ ଶାଶୁଘରେ ଅଛନ୍ତି , ତେବେ ସୋମାଲିନ ଙ୍କ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ସୋମାଲିନ ତାଙ୍କ ସାନ ଭାଇ ଙ୍କୁ ଭିଡିଓ କଲ କରି ଶାଶୁଘର ଦେଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *