Breaking News

ବାପ ଘରୁ ବିଦାୟ ସମୟରେ ଅଭିନେତ୍ରୀ ସୋମାଲିନ (Somalin Parida) ଭୋ ଭୋ ହୋଇ କା-ନ୍ଦି-ଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୋମଳିନ ପରିଡା ଯିଏ କି ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅତି ନିକଟ ରେ ସୋମାଲିନ ଙ୍କ ବିବାହ ଘର ଟି ସରିଯାଛି ।  ସୋମାଲିନ ନିଶିଥ ନାୟକ ଙ୍କୁ ବିବାହ କରିଛନ୍ତି ।

ଆପଣ ମାନେ ଜାଣିଥିବେ ଯେ ସୋମାଲିନ ନିଜ ବିବାହ ପୂର୍ବ ରୁ ନିଜ ସ୍ଵାମୀ ସହିତ ବହୁସାରା ସ୍ଥାନ ବୁଲିବା ସହିତ ବହୁସାରା ମଜାମସ୍ତି କରୁଥିବାର ଦେଖିବାକୁ ମିଳିଛି ଓ ଏହି ଦୁଇ ଯୋଡି ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ । ତେବେ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ବିବାହ ଘର ସରିଯାଇଛି ।

ବିବାହ ଘର ଟି ବେସ ଧୁମଧାମ ରେ ପାଳନ ହୋଇଥିଲା ଓ ଏହି ବିବାହ ଘର ରେ ଜାଙ୍କଲିନ ମଧ୍ୟ ଉପସ୍ଥିତ ଥିଲେ । ବିବାହ ଘର ଟି ବେସ ହସ ଖୁସି ରେ ସମ୍ପନ ହୋଇଥିଲା । ନିଜ ସ୍ଵାମୀ ଙ୍କ ସହିତ ଜାଙ୍କଲିନ ଓଡିଶା କୁ ଆସିଥିଲେ ନିଜ ଭଉଣୀ ବାହାଘର ପାଇଁ ଓ ବହୁସାରା ମଜାମସ୍ତି ମଧ୍ୟ କରିଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ବିବାହ ର ବହୁ ଗୁଡିଏ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ।

ଏହି ଭିଡିଓ ମଧ୍ୟ ରୁ ଏକ ଭିଡିଓ ରହିଛି ଯାହା କି ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ସୋମାଲିନ ନିଜ ବାପଘର କୁ ବିଦାୟ ଦେବା ସମୟ ରେ କାନ୍ଦିଥିଲେ ଓ ଏହି କା-ନ୍ଦୁ-ଥି-ବା-ର ଦୃଶ୍ୟ ବେସ ଚର୍ଚ୍ଚା ର ବିଷୟ ପାଲଟିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *