Breaking News

ଓଡିଆ ଅଭିନେତ୍ରୀ ସୋମାଲିନ ପରିଡା (Somalin Parida) ବିବାହ ପରେ ତାଙ୍କ ପ୍ରଥମ ଦିନ ଶାଶୂ ଘାଏ କିପରି କାଟିଲେ – ଦେଖନ୍ତୁ ଫୁଲ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରି ଟ୍ଵିନ ସିଷ୍ଟର ଭାବେ ପରିଚିତ ଥିବା ସୋମାଲିନ ଓ ଜାଙ୍କଲିନ ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ , ଏହି ଦୁଇ ଲୋକ ପ୍ରିୟ ଅଭିନେତ୍ରୀ ରିଅଲ ଲାଇଫ ରେ ଦୁଇ ଭଉଣୀ , ତାହେଲେ ବନ୍ଧୁଗଣ ଏହି ଦୁଇ ଅଭିନେତ୍ରୀ ଏକ ରିଆଲିଟି ସୋ ମଧ୍ୟମ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ଆପଣ ମାନେ ଜାଣିଥିବେ ଏହି ଦୁଇ ଭଉଣୀ ଏକ ଧାରାବାହିକ ରେ ଏକାଠି ହୋଇ ନଜର ଆସିଥିଲେ ।

ତେବେ କିଛି ନା କିଛି କାରଣ ସୋମାଲିନ ଅଭିନୟ ଜଗତ ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯିବା ପରେ ସ୍ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ , ତେବେ ଅନ୍ୟ ପଟେ ଜାଙ୍କଲିନ ଜିନ ଜବରଦସ୍ତ ଅଭିନୟ ଜାରି ରଖିଥିଲେ । ତାହେଲେ ଜାଙ୍କଲିନ ଶୁଟିଙ୍ଗ ସେଟ ରୁ ଅଭିନେତା ଅରବିନ୍ଦ ଙ୍କୁ ଭଲ ପାଇ ପରବର୍ତ୍ତୀ ସମୟ ରେ ବିବାହ କରିଥିଲେ । ଜାଙ୍କଲିନ ନିଜ ବିବାହ ପରେ ଅଭିନୟ ଜଗତ ଦୂରେଇ ଯାଇ ନିଜ ସ୍ଵାମୀ ଙ୍କ ସହିତ ଦିଲ୍ଲୀ ରେ ରହୁଛନ୍ତି କିନ୍ତୁ ବର୍ତ୍ତମାନ ସମୟ ରେ ଓଡିଶା ରେ ଅଛନ୍ତି ।

ଆପଣ ମାନେ ଜାଣିଥିବେ ସୋମାଲିନ ଙ୍କ ବିବାହ ଘର ଗତ ଦୁଇ ଦିନ ହେଲା ସରିଯାଇଛି ଓ ସେ ନିଶିଥ ନାୟକ ଙ୍କୁ ବିବାହ କରିଛନ୍ତି । ତାହେଲେ ଭଉଣୀ ବିବାହ ଘର ପାଇଁ ଜାଙ୍କଲିନ ନିଜ ସ୍ଵାମୀ ଅରବିନ୍ଦ ଙ୍କ ଓଡିଶା ଆସିଥିଲେ । ତାହେଲେ ବନ୍ଧୁଗଣ ସୋମାଲିନ ଙ୍କ ବିବାହ ବର୍ତ୍ତମାନ ସମୟ ରେ ସରିଯାଇଛି ଓ ସୋମାଲିନ ନିଜ ଶାଶୁଘରେ ରେ ଅଛନ୍ତି ଓ ବେସ ଖୁସି ରେ ଅଛନ୍ତି । ତାହେଲେ ଆମେ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରୁଛୁ ଉଭୟ ସେହିଭଳି ଭାବେ ସାରା ଜୀବନ ଖୁସି ରେ ରୁହନ୍ତୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.