Breaking News

ଟ୍ରାଫିକ ନିୟମ ନମାନି ଖସି ଚାଲି ଯାଉଥିଲେ, ପୋଲିସ ଦେଲା ପାହାରେ ଆଉ ତାପରେ…. ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ , ଯେ ଟ୍ରାଫିକ ନିୟମ କୁ ଉଲ୍ଲଂଘନ କରି 3 ଯୁବକ ଗୁରୁତର , ଘଟଣା ଟି ଘଟିବାର ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ହଁ ବନ୍ଧୁ ଏହି ଭିଡିଓ ରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ଏକ ବାଇକ ରେ 3 ଜଣ ଯୁବକ କ୍ଷିପ୍ର ବେଗ ରେ ଯାଉଥିବା ସମୟ ରେ ଗାଡି ଟି କୁ ଅଟକାଇ ବାକୁ ପୋଲିସ କର୍ମଚାରୀ ବା-ଡେ-ଇ ଦେବା ରୁ 3 ଜଣ ଯୁବକ ଗୁରୁତର ,


ଗତଦୁଇ ଦିନ ତଳେ ସନ୍ଧ୍ୟା ଗୋସାଣି ନୂଆଗାଁ ଓଭର ବ୍ରିଜ ଉପରେ ପୋଲିସ ଯାଞ୍ଚ କରୁଥିଲା , ତେବେ ସେହି ସମୟ ରେ ଏକ ବାଇକ ରେ 3 ଯୁବକ ବସି କ୍ଷିପ୍ର ବେଗ ରେ ଆସୁଥିଲେ ଓ ପୋଲିସ ଯାଞ୍ଚ କରୁଥିବାର ଦେଖି ଖସି ପଳାଇବାକୁ ଚେଷ୍ଟା କରୁଥିଲେ , ତେବେ ପ୍ରଥମେ ପୋଲିସ କର୍ମଚାରୀ ଙ୍କ ପାଖ ରୁ ଖସି ଯାଇଥିଲେ ଓ ଆଗ ରେ ଥିବା ପୋଲିସ କର୍ମଚାରୀ ସେମାନ ଙ୍କ ଏହି କାଣ୍ଡ ଦେଖି ଅଟକାଇ ବାକୁ ଯାଇ ଧରି ଥିବା ବାଡି ରେ ବାଡେଇ ଦେଇଥିଲେ ଓ ଯାହା ଫଳ ରେ

ବାଇକ ଚଲାଉଥିବା ଥିବା ଯୁବକ ଜଣକ ଭାରସାମ୍ୟ ହରାଇ ଦୁର୍ଘଟଣା ଶିକାର ହୋଇଥିଲେ ଓ 3 ଯୁବକ ଗୁରୁତର ହୋଇ ବର୍ତ୍ତମାନ ସମୟ ରେ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି , ତାହେଲେ ବନ୍ଧୁଗଣ ଟ୍ରାଫିକ ନିୟମ କୁ ଉଲଂଘନ କରୁଥିବା ଯେଉଁ ଦ-ଣ୍ଡ ପୋଲିସ ଦେଇଛି ତାହା କେତେଦୂର ଉପଯୁକ୍ତ ସେ ନେଇ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *