Breaking News

PM Kisan Yojana କୁ ନେଇ ବଡ ଘୋଷଣା ଏବେ ଚାଷୀଙ୍କୁ 2000 ବଦଳରେ ମିଳିବ 5000 ଟଙ୍କା, କେମିତି ପାଇବେ ଜାଣନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା କୃଶକ ମାନ ଙ୍କ ପାଇଁ କରିଛନ୍ତି , ଏହି ଯୋଜନା ରେ କୃଶକ ମାନ ଙ୍କୁ ବର୍ଷ କୁ 6 ହଜାର ଟଙ୍କା ମିଳୁଛି । ତେବେ ବର୍ତ୍ତମାନ ସମୟ ରେ ଏହି ଯୋଜନା କୁ ନେଇ ଆସି ଯାଇଛି ଆଉ ଏକ ବଡ ଖବର ଯେ ପ୍ରତି ବର୍ଷ 2 ହଜାର ଟଙ୍କା 3 ଟି କିସ୍ତି ରେ ଆସୁଥିଲା , ତେବେ ବର୍ତ୍ତମାନ 2 ହଜାର ଟଙ୍କା ବଦଳ ରେ 5 ହଜାର ଟଙ୍କା ପାଇବେ , ଏହି ଯୋଜନା ରେ ପ୍ରାୟ କୃଶକ ମାନେ 9 ଟି କିସ୍ତି ପାଇଛନ୍ତି ଓ 10 ମ କିସ୍ତି ଟି ଡିସେମ୍ବର ମାସ ଆଡକୁ ଆସିବ ବୋଲି ସୂଚନା ମିକଲିଛି ।

ତାହେଲେ ବନ୍ଧୁଗଣ ଏହି ଯୋଜନା ରେ 2 ହଜାର ଟଙ୍କା ବଦଳ ରେ 5 ହଜାର ଟଙ୍କା ପାଇବା ପାଇଁ ଆପଣ ଙ୍କୁ ପିଏମ କିଶାନ ମାନଧନ ଯୋଜନା ରେ ପଞ୍ଜୀକରଣ କରିବାକୁ ପଡିବ , ତେବେ ଏହି କିଶାନ ମାନଧନ ଯୋଜନା ରେ କୃଶକ ମାନେ 60 ବର୍ଷ ପରେ ପରେ ପେନସନ ପାଇବେ ଓ ସବୁଠାରୁ ବଡ କଥା ହେଲା ଯେ ଏଥିରେ କୌଣସି ଡକୁମେଣ୍ଟ ଆବଶ୍ୟକ ନହିଁ । ଏହି ଯୋଜନା ରେ ଅଧୀନ ରେ ଥିବା ଚାଷୀ ଭାଇ ମାନ ଙ୍କୁ ବୁଦ୍ଧବସ୍ଥା ରେ 3 ହଜାର ଟଙ୍କା ମିଳିବ ।


ପିଏମ କିଶାନ ଯୋଜନା ରେ ହିତାଧିକାରୀ ମାନେ ସିଧା ସଳଖ ମାନଧନ ଯୋଜନା ରେ ପଞ୍ଜୀକୃତ ହେବେ । ଚାଷୀ ଭାଇ ମାନ ଙ୍କ ବୁଦ୍ଧବସ୍ଥା କୁ ଦେଖି ଏହି ଯୋଜନା ଟି ଆରମ୍ଭ କରିଛନ୍ତି ପ୍ରଧାନ ମନ୍ତ୍ରୀ । ତେବେ ଯୋଜନା ରେ ନାମ ପଞ୍ଜୀକରଣ କରୁଥିବା ବ୍ୟକ୍ତି ଙ୍କୁ 18 ରୁ 40 ବର୍ଷ ହୋଇଥିବ ଓ ଏଥିପାଇଁ ଆଧାର ,ପରିଚୟ ପତ୍ର, ବୟସ ପ୍ରମାଣ ,ଆୟ ପ୍ରମାଣ ପତ୍ର ବ୍ଯାଙ୍କ ପାସବୁକ ଫୋନ ନମ୍ବର ଏବଂ ପାସପୋର୍ଟ ଫଟୋ ଆବଶ୍ୟକ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏହି ଡ଼ିସେମ୍ବର ମାସ ଆରମ୍ଭରୁ ଏହି ରାଶି ମାନଙ୍କୁ ମିଳିବ ପୁଳା ପୁଳା ଟଙ୍କା ଦେଖନ୍ତୁ ଆପଣଙ୍କ Rasi ଅଛିକି !

ନମସ୍କାର ବନ୍ଧୁଗଣ ଆଜି ଆମେ ଜାଣିବା ସେହି ରାଶି ମାନକର ବିଷୟରେ ଯାହା ର ଭାଗ୍ୟ ଏବେ ସମ୍ପୂର୍ଣ ଭାବରେ …

Leave a Reply

Your email address will not be published.