Breaking News

ବାଧା ବିଘ୍ନ ସତ୍ତ୍ୱେ ଶେଷରେ ସରିଗଲା ଓଡିଆ ଅଭିନେତ୍ରୀ ସୋମାଲିନ୍ (Somalin Parida) ଙ୍କ ବାହାଘର – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଲୋକ ପ୍ରିୟ ଅଭିନେତ୍ରୀ ହୁଅନ୍ତୁ ବା ସାଧାରଣ ଯୁବତୀ ,ଏମାନେ ଦିନେ ନା ଦିନେ ନିଜ ବାପଘର କୁ ଛାଡି ଶାଶୁଘର କୁ ଯିବା କୁ ପଡିବ ,  କଥା ରେ ଅଛି ଝିଅ ର ଜନମ ପର ଘର କୁ । ତାହେଲେ ବନ୍ଧୁଗଣ ଏହି କଥା ଟି କହିବା ର କାରଣ ହେଲା ଯେ ଗତକାଲି ସୋମାଲିନ ଙ୍କ ବିବାହ ଘର ଥିଲା ଓ ଏହି ବିବାହ ଘର ପାଇଁ ଭଉଣୀ ଜାଙ୍କଲିନ ମଧ୍ୟ ଓଡିଶା ଆସିଛନ୍ତି ନିଜ ସ୍ଵାମୀ ଅରବିନ୍ଦ ଙ୍କ ସହିତ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋମାଲିନ ନିଜ ଭାବି ସ୍ଵାମୀ ନିଶିଥ ଙ୍କ ସହିତ ସୋସିଆଲ ମିଡିଆ ରେ ବେସ ସକ୍ରିୟ ରହିବା ସହିତ ବହୁ ସାରା ମଜା ମସ୍ତି କରୁଥିବା ର ଦେଖିବାକୁ ମିଳିଥିଲା । ତେବେ ଗତକାଲି ଉଭୟ ବିବାହ ଘର ସମ୍ପନ ହୋଇଥିଲା ଓ ବେସ ଧୁମଧାମ ରେ ମଧ୍ୟ ପାଳନ ହୋଇଥିଲା , ତେବେ ଏହି ବିବାହ ଘର ରେ ଉଭୟ ପକ୍ଷ ର ଲୋକ ଉପସ୍ଥିତ ଥିଲେ ।


ତାହେଲେ ଆପଣ ମାନେ ସୋମାଲିନ ଙ୍କୁ ନିଶ୍ଚୟ ଜାଣିଥିବେ ଯିଏ କି ବହୁତ କମ ଦିନ ର ଅଭିନୟ ରେ ବେସ ଲୋକ ପ୍ରିୟ ହୋଇପାରିଥିଲେ ଓ ବର୍ତ୍ତମାନ ସମୟ ରେ ତାଙ୍କର ଜବରଦସ୍ତ ଅଭିନୟ ଆଉ ଦେଖିବାକୁ ନ ମିଳିଥିଲେ ମଧ୍ୟ ସେ ତାଙ୍କ ପ୍ରଶଂସକ ପାଇଁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ ।

ତେବେ ଆମେ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରୁଛେ ଯେ ଉଭୟ ଙ୍କ ବୈବାହିକ ଜୀବନ ବେସ ଖୁସି ମୟ ହେଉ ଓ ତେବେ ବନ୍ଧୁଗଣ ଏହି ଯୋଡି ଙ୍କୁ ମଧ୍ୟ ଦର୍ଶକ ମାନେ ବେସ ପସନ୍ଦ କରିଛନ୍ତି , ତାହେଲେ ଆପଣ ମାନେ ଏହି ବିବାହ ଘର ବହୁ ଫଟୋ ଓ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଆପଣ ମାନେ ମଧ୍ୟ ଦେଖିଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *