Breaking News

ବାହାଘର ପୂର୍ବରୁ ବାପାଙ୍କୁ ଧରି କା-ନ୍ଦି-ଲେ ଦୁଇ ଅଭିନେତ୍ରୀ ସୋମାଲିନ (Somalin) ଓ ଜାଙ୍କଲିନ (Janklin) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଗତକାଲି ସରିଯାଇଛି ଅଭିନେତ୍ରୀ ସୋମାଲିନ ଙ୍କ ବିବାହ ଘର , ଆପଣ ମାନେ ଜାଣିଥିବେ କିଛି ଦିନ ପୂର୍ବେ ସୋମାଲିନ ନିଜ ଭାବି ସ୍ଵାମୀ ନିଶିଥ ଙ୍କ ସହିତ ବହୁ ସ୍ଥାନ ବୁଲିବା ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଥିଲା ଓ ଉଭୟ ଏକାଠି ହୋଇ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋମାଲିନ ଓ ନିଶିଥ ସାତ ଜନମ ର ସାଥି ହୋଇ ସାରିଛନ୍ତି , ଗତକାଲି ଉଭୟ ଙ୍କ ବିବାହ ଘର ଟି ବେସ ଧୁମଧାମ ରେ ସମ୍ପୂର୍ଣ ହୋଇଥିଲା । ତେବେ ବନ୍ଧୁଗଣ ସବୁଠାରୁ ବଡ କଥା ହେଲା ଯେ ଏହି ବିବାହ ଘରେ ବହୁ ଲୋକ ଉପସ୍ଥିତ ଥିଲେ ଓ ସୋମାଲିନ ଙ୍କ ଭଉଣୀ ଜାଙ୍କଲିନ ଓ ଭିଣେଇ ଅରବିନ୍ଦ ମଧ୍ୟ ଏହି ବିବାହ ଘର ଉପସ୍ଥିତ ରହି ବହୁ ସାରା ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା ।

ଏହି ବିବାହ ଘର ସମସ୍ତେ ବେସ ଖୁସି ରେ ଥିଲେ , ବିବାହ ଘର ବହୁ ଗୁଡିଏ ଫଟୋ ଓ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଜାଙ୍କଲିନ ଓ ସୋମାଲିନ ନିଜ ବାପା ଙ୍କୁ ଧରି ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ତେବେ ଏହି ଭିଡିଓ ସେମାନ ଙ୍କ ପାଇଁ ସ୍ମରଣିୟ ରହିବ କାରଣ ବିବାହ ଟି ସାରିଲା ପରେ ସୋମାଲିନ ତାଙ୍କ ଶାଶୁଘର ପଳାଇବେ ।

ଜାଙ୍କଲିନ ନିଜ ସ୍ଵାମୀ ଅରବିନ୍ଦ ଙ୍କ ସହିତ ପୁଣି ବାହାର ରାଜ୍ୟ କୁ ଚାଲିଯିବେ । ତେବେ ସେହି ମୂହୁର୍ତ୍ତ ର ସମୟ କୁ ବେସ ଧୁମଧାମ ରେ ପାଳନ କରିଛନ୍ତି ଓ ନିଜ ବାପା ଙ୍କୁ ଧରି ନାଚୁଥିବାର ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ରେ ଦେଖିବାକୁ ପାଉଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଅନୁଭବ ଙ୍କ ଘର ଛାଡିବା ପରେ ନିଜ ମା ଙ୍କ ସହ କିଛି ଏପରି ଭାବରେ ସମୟ ବିତାଉଛନ୍ତି ଓଡ଼ିଆ ହିରୋଇନ Barsha ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ !

ନମସ୍କାର ଦର୍ଶକବନ୍ଧୁ ଅନୁଭବଙ୍କ ଘର ଛାଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଏବଂ ନିଜ ବାପ ଘରେ କେମିତି ଚଳୁଛନ୍ତି ଆସନ୍ତୁ ଜାଣିବା …

Leave a Reply

Your email address will not be published.