Breaking News

ସୋମାଲିନିଙ୍କ (Somalin) ବିବାହ ଘର ରେ ଦିଲ୍ଲୀରୁ ଫେରିଥିବା ଜାଙ୍କଲିନ (ଜଙ୍କଲିନ) ଓ ଅରବିନ୍ଦ (Arbind)ଙ୍କୁ କେମିତି ସ୍ଵାଗତ କଲେ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଜାଙ୍କଲିନ ଏକ ରିଆଲିଟି ସୋ ରେ ବିଜେତା ହେବା ପରେ ସେ ଜୀ ସାର୍ଥକ ଟିଭି ର ଏଲ ଲୋକ ପ୍ରିୟ ଧାରାବାହିକ ରେ ନଜର ଆସିଥିଲେ ଓ ଏହି ଧାରାବାହିକ ରେ ଜାଙ୍କଲିନ ନଜର ଆସିବା ସହିତ ଅରବିନ୍ଦ ମଧ୍ୟ ମୁଖ୍ୟ ଅଭିନେତା ଭାବେ ନଜର ଆସିଥିଲେ । ତେବେ ଜାଙ୍କଲିନ ଓ ଅରବିନ୍ଦ ଏକାଠି ହୋଇ ନଜର ଆସିଥିଲେ । ତେବେ ପରବର୍ତ୍ତୀ ସମୟ ରେ ଉଭୟ ପରସ୍ପର କୁ ଭଲପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ତାହେଲେ ବନ୍ଧୁଗଣ ବିବାହ ପରେ ଉଭୟ ବେସ ଖୁସି ରେ ରହିବା ସହିତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ ଓ ପରେ ପରେ ଏହି ଯୋଡି ଓଡିଶା ଛାଡି ଦିଲ୍ଲୀ ପଳାଇଲେ । ଏହି ଯୋଡି ବର୍ତ୍ତମାନ ସମୟ ରେ ଓଡିଶା ଫେରିଛନ୍ତି , ସୋମାଲିନ ଙ୍କ ବାହାଘର ପାଇଁ ଏହି ଦୁଇ ଯୋଡି ଫେରିଛନ୍ତି । ତେବେ ଅରବିନ୍ଦ ଓ ଜାଙ୍କଳିନୀ ଙ୍କୁ ଘର କୁ ଯିବା ପୂର୍ବ ରୁ ବନ୍ଦନା କରିଥିଲେ ଓ ପରେ ସ୍ଵାଗତ କରି ଘର କୁ ଆଣିଥିଲେ ଓ ଏହାର ଦୃଶ୍ୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ।

ତେବେ ବନ୍ଧୁଗଣ ଗତ କାଲୀ ସୋମାଲିନ ଙ୍କ ବିବାହ ଘର ଟି ବେସ ଧୁମଧାମ ରେ ପାଳନ ହୋଇଥିଲା ଓ ବିବାହ ଘର ଟି ବେସ ଭଲ ଭାବ ରେ ସମ୍ପନ୍ନ ହୋଇଥିଲା । ତେବେ ଏହି ବିବାହ ଘର ସୋମାଲିନ ଓ ଜାଙ୍କଲିନ ନିଜ ବାପା ଙ୍କୁ ଧରି ନାଚିଥିଲେ ଓ ବହୁ ସାରା ମଜା ମସ୍ତି କରିଥିଲେ । ତାହେଲେ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ବିବାହ ଘର ଫଟୋ ଓ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.