Breaking News

ହିରୋଇନ ସୋମାଲିନଙ୍କ (Somalin Parida) ବାଡୁଆ ପାଣିରେ ଗାଧେଇଲେ ଓ ହଳଦୀ ରସମର ଫୁଲ ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଜୀବନ ରେ ଏମିତି ଏକ ଖୁସି ର ସମୟ ଆସେ ଯେଉଁ ଖୁସି ର ସମୟ ରେ ନିଜ ଲୋକ ଦୂର ରେ ଥିଲେ ମଧ୍ୟ ଏହି ଖୁସି ଖବର ପାଇବା ପରେ ନିଜ ଲୋକ ମାନ ଙ୍କ ପାଖ କୁ ଫେରି ଥାନ୍ତି ଓ ବହୁତ ସାରା ମଜା ମସ୍ତି କରିଥାନ୍ତି ।  ଯେମିତି କି ସୋମାଲିନ ଙ୍କ ବିବାହ ପାଇଁ ବାହାର ରାଜ୍ୟ ରେ ରହୁଥିବା ଭଉଣୀ ଜାଙ୍କଲିନ ଓଡିଶା ଆସିଛନ୍ତି ।


ଆପଣ ମାନେ ଜାଣିଥିବେ ଏହି ଦୁଇ ଭଉଣୀ ବିବାହ କରି ନଥିବା ସମୟ ରେ ସୋସିଆଲ ମିଡିଆ ରେ ସଦା ସର୍ବଦା ବେସ ଆକ୍ଟିଭ ରହୁଥିଲେ ଓ ବହୁସାରା ମଜା ମସ୍ତି ମଧ୍ୟ କରୁଥିଲେ । ତାହେଲେ ପରେ ପରେ ଜାଙ୍କିଳୀନ ଅଭିନେତା ଅରବିନ୍ଦ ଙ୍କୁ ବିବାହ ପରେ ସୋମାଲିନ ପୁରା ଏକା ହୋଇ ଯାଇଥିଲେ ଓ ଜାଙ୍କଲିନ ବିବାହ ପରେ ନିଜ ସ୍ଵାମୀ ଅରବିନ୍ଦ ଙ୍କ ସହ ଓଡିଶା ବାହାର ରାଜ୍ୟ ରେ ରହୁଥିଲେ ।


ତେବେ ସୋମାଲିନ ଏକୁଟିଆ ଭାବେ ନିଜ ସମୟ କୁ ଅତି ବାହିତ କରୁଥିଲେ ଓ ପରବର୍ତ୍ତୀ ସମୟ ରେ ସୋମାଲିନ ଙ୍କ ବିବାହ ଘର ଠିକ ହୋଇଗଲା ମାନେ ଗତକାଲି ସୋମାଲିନ ଙ୍କ ବିବାହ ଘର ଥିଲା ଓ ଏହି ବିବାହ ଘର ପାଇଁ ଜାଙ୍କଲିନ ଓଡିଶା ଆସିଥିଲେ ଓ ନିଜ ଭଉଣୀ ସହିତ ବହୁତ ସାରା ମଜା ମସ୍ତି କରିଥିଲେ ।

ଗତକାଲି ସୋମାଲିନ ଙ୍କ ବିବାହ ଘରେ ଜାଙ୍କଲିନ ଓ ଅରବିନ୍ଦ ଙ୍କ ସହିତ ବହୁ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ ଓ ବହୁତ ସାରା ମଜା ମସ୍ତି କରିଥିଲେ , ବନ୍ଧୁଗଣ ସବୁଠାରୁ ବଡ କଥା ହେଲା ଯେ ସୋମାଲିନ ନିଜ ବିବାହ ଘର ରେ ବେଦି କୁ ଯିବା ପୂର୍ବ ରୁ ବୋହୁ ବେସ ରେ ନାଚୁଥିବାର ଦେଖିବାକୁ ମିଳିଥିଲା , ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ସୋମାଲିନ ଙ୍କ ବହୁ ଫଟୋ ଓ ଭିଡିଓ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.