Breaking News

କଲିକତା ଷ୍ଟେଜ ଉପରେ ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ (Rachna Banerjee) ଓଡିଆ ଗୀତ ଗାଇଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବଙ୍ଗୀୟ ସୁନ୍ଦରୀ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ଏହି ବଙ୍ଗିୟ ଅଭିନେତ୍ରୀ ଜଣକ ଓଡିଶା ରେ ଘରେ ପରିଚିତ । ତାହେଲେ ରଚନା ଓଡିଆ ଇଣ୍ଡଷ୍ଟ୍ରି ଛାଡିବା ର ବହୁ ଦୀର୍ଘ ଦିନ ହୋଇ ଗଲାଣି କିନ୍ତୁ ସେ ଓଡିଆ ଲୋକ ଓ ଓଡିଆ ଭାଷା କୁ ଆଦୌମ ଭୁଲି ନାହାଁନ୍ତି , ବର୍ତ୍ତମାନ ସମୟ ରେ କୋଲକାତା ର ଏକ ସ୍ଟେଜ ରେ ରଚନା ଓଡିଆ ଗୀତ ଗାଈ ବେସ ଚର୍ଚ୍ଚା ରେ ଅଛନ୍ତି , ତେବେ ଆଜି ଏହି ବିଷୟ ରେ ସବୁକିଛି ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।


ତାହେଲେ ବନ୍ଧୁଗଣ ଏହି ଅଣ ଓଡିଆ ଅଭିନେତ୍ରୀ ଦିନେ ଓଡିଆ ଇଣ୍ଡଷ୍ଟ୍ରୀ ବହୁ ନାମ ଅର୍ଜନ କରିଥିଲେ , ସେ ପ୍ରଥମେ ଭାଇ ହବ ଭଗାରି ରେ ସିଦ୍ଧାନ୍ତ ଙ୍କ ବିପକ୍ଷ ରେ ଅଭିନୟ କରି ବେଶ ଲୋକ ପ୍ରିୟତା ହାସଲ କରିଥିଲେ , ତାହେଲେ ବନ୍ଧୁଗଣ ରଚନା ର-କ୍ତ ସିନ୍ଦୁର,ସନ୍ତାନ,ଲକ୍ଷ୍ମୀ ପ୍ରତିମା , ଗଙ୍ଗା ଯମୁନା , କଲକି ଅବତାର , ରାକ୍ଷୀ ଭିଜିଗଲା ଆଖି ଲୁହ ରେ ଭଳି ଅନେକ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ ।

ତେବେ ବନ୍ଧୁଗଣ ରଚନା ବହୁସାରା ଚଳଚିତ୍ର ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ନଜର ଆସିଛନ୍ତି ଓ ଏହି ଦୁଇ କୁ ଦର୍ଶକ ମାନେ ବହୁ ପରିମାଣ ରେ ଭଲ ପାଇଥିଲେ । ତାହେଲେ ଏହି ଦୁଇ ଯୋଡି ଶୁଟିଙ୍ଗ ସେଟ ରୁ ପରସ୍ପର କୁ ଭଲ ପାଇ ପାଇଥିଲେ ଓ ବିବାହ ମଧ୍ୟ କରିଥିଲେ କିନ୍ତୁ ଉଭୟ ଙ୍କ ବିବାହ ଘର ବେସୀ ଦିନ ଯାଇ ରହି ନଥିଲା ପରବର୍ତ୍ତୀ ସମୟ ରେ ଉଭୟ ଅଲଗା ହୋଇ ଯାଇଥିଲେ କିଛି ବିବାଦ ପାଇଁ ,


ତେବେ ସିଦ୍ଧାନ୍ତ ଙ୍କ ଠାରୁ ଅଲଗା ହେବା ପରେ ରଚନା ସବୁଦିନ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଗଲେ ଓ ବର୍ତ୍ତମାନ ସମୟ ରେ ପଶ୍ଚିମବଙ୍ଗ ରେ ନିଜ ଅଭିନୟ ଜାରି ରଖିଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ରଚନା ବାନାର୍ଜୀ ପଶ୍ଚିମ ବଙ୍ଗ ର ଏକ ସ୍ଟେଜ ରେ ସୋ ରେ ଓଡିଆ ରେ କଥା ହେବା ସହିତ ଓଡିଆ ଗୀତ ଗାଇଥିଲେ ଓ ଏହି ଗୀତ ଟି ହେଲା “ରାଧା ନାଚିବ ନାଚିବ ଆଜି ନାଚିବ “ ଓ ଏହି ଗୀତ ଟି ଗାଉଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *