Breaking News

ଓଡିଆ ହିରୋଇନ ସୋମାଲିନ (Somalin Parida) ଙ୍କ ମଙ୍ଗନ ରେ ହଳଦୀ ଓ ମେହେନ୍ଦି ରସମର ପୁରା ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଜବରଦସ୍ତ ଅଭିନୟ ଫଳ ରେ ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ବର୍ତ୍ତମାନ ସମୟ ରେ ସଂପୂର୍ଣ୍ଣ ଭାବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ସୋମାଲିନ ପରିଡା ।

ତାହେଲେ ବନ୍ଧୁଗଣ ଆପଣ ମାନେ ସୋମାଲିନ ପରିଡା ଙ୍କୁ ନିଶ୍ଚୟ ଜାଣିଥିବେ , ସେ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ମୋ ଜେଜେମା ରେ ଆପଣ ମାନେ ତାଙ୍କ ଅଭିନୟ ନିଶ୍ଚୟ ଦେଖିଥିବେ ,  ଏହି ଧାରାବାହିକ ରେ ଦୁଇ ଭଉଣୀ ଏକାଠି ହୋଇ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ । ତାହେଲେ ବନ୍ଧୁଗଣ ଏହି ଧାରାବାହିକ ପରେ ଜାଙ୍କଲିନ ନିଜ ଅଭିନୟ ଜାରି ରଖିଥିଲେ ଓ ସୋମାଲିନ ଅଭିନୟ ଜଗତ ରୁ କିଛି ନା କିଛି କାରଣ ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଥିଲେ ।


ତାହେଲେ ସୋମାଲିନ ଅଭିନୟ ଜଗତ ରୁ ଦୂରେଇ ଯାଇଥିଲେ ମଧ୍ୟ ନିଜ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ଆପଣ ମାନେ ଜାଣିଥିବେ ସୋମାଲିନ ଙ୍କ ଗତ କାଲି ମଙ୍ଗନ ସରିଯାଇଛି ଓ ଆଜି ତାଙ୍କ ବିବାହ ଘର , ନିଜ ବିବାହ ଘର ପାଇଁ ସୋମାଲିନ କେମିତି ସଜ୍ଜେଇ ହୋଇଛନ୍ତି ତାହା ଆଜି ଆପଣ ମାନେ ଆମର ଏହି ପେଜ ରେ ନିଶ୍ଚୟ ଦେଖୁଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *