ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଜବରଦସ୍ତ ଅଭିନୟ ଫଳ ରେ ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ବର୍ତ୍ତମାନ ସମୟ ରେ ସଂପୂର୍ଣ୍ଣ ଭାବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ସୋମାଲିନ ପରିଡା ।
ତାହେଲେ ବନ୍ଧୁଗଣ ଆପଣ ମାନେ ସୋମାଲିନ ପରିଡା ଙ୍କୁ ନିଶ୍ଚୟ ଜାଣିଥିବେ , ସେ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ମୋ ଜେଜେମା ରେ ଆପଣ ମାନେ ତାଙ୍କ ଅଭିନୟ ନିଶ୍ଚୟ ଦେଖିଥିବେ , ଏହି ଧାରାବାହିକ ରେ ଦୁଇ ଭଉଣୀ ଏକାଠି ହୋଇ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ । ତାହେଲେ ବନ୍ଧୁଗଣ ଏହି ଧାରାବାହିକ ପରେ ଜାଙ୍କଲିନ ନିଜ ଅଭିନୟ ଜାରି ରଖିଥିଲେ ଓ ସୋମାଲିନ ଅଭିନୟ ଜଗତ ରୁ କିଛି ନା କିଛି କାରଣ ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଥିଲେ ।
ତାହେଲେ ସୋମାଲିନ ଅଭିନୟ ଜଗତ ରୁ ଦୂରେଇ ଯାଇଥିଲେ ମଧ୍ୟ ନିଜ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ଆପଣ ମାନେ ଜାଣିଥିବେ ସୋମାଲିନ ଙ୍କ ଗତ କାଲି ମଙ୍ଗନ ସରିଯାଇଛି ଓ ଆଜି ତାଙ୍କ ବିବାହ ଘର , ନିଜ ବିବାହ ଘର ପାଇଁ ସୋମାଲିନ କେମିତି ସଜ୍ଜେଇ ହୋଇଛନ୍ତି ତାହା ଆଜି ଆପଣ ମାନେ ଆମର ଏହି ପେଜ ରେ ନିଶ୍ଚୟ ଦେଖୁଥିବେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ