ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ସଦା ସର୍ବଦା ଓଡିଆ ଅଭିନେତ୍ରୀ ଙ୍କ ବିଷୟ ରେ ଅବଗତ ହେଉଥିବେ , ତାହେଲେ ଆଜି ଆମେ ଏମିତି ଜଣେ ଲୋକ ପ୍ରିୟ ଅଭିନ୍ତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ ଓଡିଆ ଇଣ୍ଡଷ୍ଟ୍ରି ରେ ନୁହେଁ ବରଂ ଓଡିଆ ଯାତ୍ରା ଜଗତ ଲୋକ ପ୍ରିୟ ଅଭିନେତ୍ରୀ । ତାହେଲେ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ରାଜଶ୍ରୀ ସାହୁ , ଯାତ୍ରା ପ୍ରେମୀ ମାନେ ଏହି ଅଭିନେତ୍ରୀ ଙ୍କୁ ନିଶ୍ଚୟ ଜାଣିଥିବେ , ଆଜି ଆମେ ଏହି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା , ତାହେଲେ ଆସନ୍ତୁ ଜାଣିବା
ତେବେ ବନ୍ଧୁଗଣ ରାଜଶ୍ରୀ ନାମ ରେ ସେ ବେସ ପରିଚିତ , ତାହେଲେ ଆଜି ଆମେ ତାଙ୍କ ବିଷୟ ରେ କିଛି ଅଜଣା ତଥ୍ୟ ବିଷୟ ରେ ଜାଣିବା ଯାହା ଏହି ଅଭିନେତ୍ରୀ ଜଣକ ନିଜେ କହିଛନ୍ତି ଏକ ଇଣ୍ଟରଭ୍ୟୁ , , ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ୧୯୯୫ ମସିହା ରେ ଯାତ୍ରା ଜଗତ ରେ ପାଦ ଦେଇଥିଲେ ତାହା ପୁଣି ଅଭିନୟ ପାଇଁ ନୁହେଁ ବରଂ ଡ୍ୟାନ୍ସ ରୂପ ରେ ପ୍ରବେଶ କରିଥିଲେ । ତେବେ ଯାତ୍ରା ଜଗତ କୁ ପ୍ରେବେଶ କରିବା ର ୫ ବର୍ଷ ପର୍ଯ୍ୟନ୍ତ ଡ୍ୟାନ୍ସ କଲେ ଓ ପରବର୍ତ୍ତୀ ସମୟ ରେ ତାଙ୍କୁ କମେଡି କରିବା କୁ କୁହାଯାଇଥିଲା ଓ ସେ କମେଡି କରିଥିଲେ ଓ ପରବର୍ତ୍ତୀ ସମୟ ରେ ସେ ସମସ୍ତ ଗଣନାଟ୍ୟ ରେ ଅଭିନୟ କରି ସାରିଛନ୍ତି ।
ତାହେଲେ ମଝିରେ ଏହି ଅଭିନେତ୍ରୀ ଜଣକ ୩ ବର୍ଷ ପାଇଁ ଅଭିନୟ ଜଗତ ରୁ ଦୂରେଇ ଯାଇଥିଲେ କେବଳ ପୁଅ ପାଠ ପଢା ପାଇଁ , ତେବେ ପୁଅ ଦଶମ ସାରିବା ପରେ ଏକାଦଶ ପଢିବା ପରେ ସେ ପୁଣି ଠାରେ ଅଭିନୟ ଜଗତ କୁ ଫେରିଥିଲେ । ତେବେ ବନ୍ଧୁଗଣ ପିଲା ଟି ଦିନ ରୁ ସେ ଅଭିନୟ କରିବା ପାଇଁ ବେସ ଇଚ୍ଛୁକ ଥିଲେ ।
ତେବେ ପିଲାଦିନେ ରାଜଶ୍ରୀ ଙ୍କ ଏକ ଗାଁ କୁ ଯାତ୍ରା ପାର୍ଟି ଆସିଥିଲା ଓ ଏହି ପାର୍ଟି ରେ ଅଭିନୟ କରିବାକୁ ରାଜଶ୍ରୀ ଯାଇଥିଲେ କିନ୍ତୁ ଗାଁ ଲୋକ ତାଙ୍କ ବାପା ଙ୍କୁ ବହୁତ ନି-ନ୍ଦା ଓ ଅ-ପ-ବା-ଦ ଦେବା ରୁ ରାଜଶ୍ରୀ ଙ୍କ ବାପା ରାଜଶ୍ରୀ ଙ୍କୁ ବା-ଡେ-ଇ ବା-ଡେ-ଇ ଯାତ୍ରା ଜଗତ ରୁ ଆଣି ଥିଲେ ।
ତାହେଲେ ବନ୍ଧୁଗଣ ସବୁଠାରୁ ବଡ କଥା ହେଲା ଯେ ରାଜଶ୍ରୀ ଙ୍କ ସ୍ଵାମୀ ଦିନେ ତାଙ୍କ ଭିଣେଇ ହେବା କୁ ଯାଉଥିଲେ , ପ୍ରଥମେ ତାଙ୍କ ସ୍ଵାମୀ ସହିତ ଭଉଣୀ ପାଇଁ ବାହାଘର ପ୍ରସ୍ତାବ ପଡିଥିଲା କିନ୍ତୁ କୌଣସି କାରଣ ରୁ ସେ ବାହାଘର ଭାଙ୍ଗି ଯାଇଥିଲା । ତେବେ ପରେ ପରେ ଉଭୟ ଏକ ସାକ୍ଷାତ ହୋଇଥିଲେ ଓ ପରେ ପାରସ୍ପର କୁ ଭଲ ପାଇ ବିବାହ କରିଥିଲେ , ତାହେଲେ ବନ୍ଧୁଗଣ ରାଜଶ୍ରୀ ଏହି ଭଳି ଅନେକ କିଛି କହିଥିଲେ ସେହି ଇଣ୍ଟରଭ୍ୟୁ ରେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ